୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ

ଭୁବନେଶ୍ବର ୨୫।୩: ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ରାଉରକେଲା ପାଇଁ ବୀରେନ ସେନାପତିଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ହିଞ୍ଜିଳିରୁ ଶମ୍ଭୁନାଥ ପାଣିଗ୍ରାହୀ,  ଜି ଉଦୟଗିରିରୁ ଶ୍ୟାମଘନ ପ୍ରଧାନ, ପାଟଣାଗଡ଼ରୁ ରମେଶ ପୁରୋହିତଙ୍କୁ ଦଳ ପ୍ରାର୍ଥୀ କରିଛି।

ସୂଚନାଯୋଗ୍ୟ ଯେ ପୂର୍ବରୁ ରାଉରକେଲା ପାଇଁ ମୁକ୍ତିକାନ୍ତ ବିଶ୍ବାଳଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା। ତେବେ ମୁକ୍ତିକାନ୍ତ ନିଜ ଆଡ଼ୁ ପ୍ରର୍ଥୀ ହେବେ ନାହିଁ ବୋଲି କହିବା ପରେ ବୀରେନ ସେନାପତିଙ୍କୁ ପ୍ରାର୍ଥୀ କରାଯାଇଛି। କଂଗ୍ରେସ ଆଜି ହିଞ୍ଜିଳି ପାଇଁ ପ୍ରାର୍ଥୀ ଘୋଷଣା କରିବା ଫଳରେ ହିଞ୍ଜିଳିର ଚିତ୍ର ସ୍ପଷ୍ଟ ହୋଇଛି। ବିଜେଡ଼ିରୁ ନବୀନ ପଟ୍ଟନାୟକ, ବିଜେପିରୁ ପିତାମ୍ବର ଆଚାର୍ଯ୍ୟ ଓ କଂଗ୍ରେସରୁ ଶମ୍ଭୁନାଥ ପାଣିଗ୍ରାହୀ ମଇଦାନରେ ପରସ୍ପରକୁ ଟକର ଦେବେ।

   ସମ୍ବନ୍ଧିତ ଖବର


କରୋନା ପାଇଁ ରାତ୍ରୀ କାଳୀନ କର୍ଫ୍ୟୁ ଜାରି କରିପାରିବେ ରାଜ୍ୟ ସରକାର- ସମ୍ପୂର୍ଣ୍ଣ କର୍ଫ୍ୟୁ ପାଇଁ କଟକଣ, ଡିସେମ୍ବର ପାଇଁ କେନ୍ଦ୍ରର ନୂଆ ଗାଇଡ୍‌ ଲାଇନ୍‌

୨୪ ଘଣ୍ଟାରେ ଆଉ ୭୩୦ ପଜିଟିଭ ଚିହ୍ନଟ୍: ଆକ୍ରାନ୍ତଙ୍କ ସଂଖ୍ୟା ୩,୧୬,୦୦୧ରେ ପହଞ୍ଚିଲା

ପୁତିନ୍‌ଙ୍କ ସମ୍ପର୍କୀୟ ରୁଷ୍‌ରେ ଗଠନ କଲେ ନୂଆ ରାଜନୈତିକ ଦଳ- ନାମ ଦେଲେ ଦୁର୍ନିତୀ ମୁକ୍ତ ରୁଷ୍‌ ପାର୍ଟି

ମିସ ଇଣ୍ଡିଆ-୨୦୨୦ ପାଇଁ ଓଡ଼ିଶାର ଟପ୍‌-୫ ପ୍ରତିଯୋଗୀଙ୍କ ମଧ୍ୟରେ ବଲାଙ୍ଗିରର ଝିଅ ଶୁଭଶ୍ରୀ ରାୟଗୁରୁ

କରୋନା ଟିକା କରଣ ପାଇଁ ମୋଦି ନବୀନ ଆଲୋଚନା- ସ୍ୱାସ୍ଥ୍ୟକର୍ମୀ ଏବଂ ୫୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ପ୍ରଥମେ ମିଳିବ ଟିକା

ନଭେମ୍ବର ୨୫ ରାତିରେ ଘୂର୍ଣ୍ଣିଝଡ଼ ତାମିଲନାଡୁ-ପୁଡୁଚେରୀ ଉପକୂଳକୁ ଅତିକ୍ରମ କରିପାରେ