ଭୁବନେଶ୍ବର,୨୨।୫ : ଆସନ୍ତା ୨୬ ରେ ବାହାରିବ ଯୁକ୍ତ ୨ ପରୀକ୍ଷା ଫଳ । ପ୍ରଥମ ଥର ପାଇଁ ଏକାଠି ସବୁ ବିଭାଗର ପରୀକ୍ଷା ଫଳ ବାହାରିବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇବ । ୨୬ ତାରିଖ ଅପରାହ୍ନରେ ବାହାରିବ ପରୀକ୍ଷା ଫଳ। www. orissaresults. nic. in ରେ ନିଜର ରେଜଲ୍ଟ ଦେଖପାରିବେ ପରୀକ୍ଷାର୍ଥୀ। ଡିଜି ଲକରରେ ମଧ୍ୟ ରେଜଲ୍ଟ ଦେଖି ପାରିବେ ଛାତ୍ରଛାତ୍ରୀ।
![Jaganmohan Reddy](https://odia.prameya.com/prameya/document/compress/2/comp_2_153_1718451532910.webp)
ଶାସନକୁ ଫେରୁ ଫେରୁ ପ୍ରତିଶୋଧ ନେଲେ ଚନ୍ଦ୍ରବାବୁ ! ଆ...