ସେଲ୍ଫି ନିଶାରେ ଚାଲିଗଲା ଜୀବନ, ପୁଲିସ ସେୟାର କଲା ଭିଡ଼ିଓ

ମୁମ୍ବାଇ ୩।୫: ବିପଦପୂର୍ଣ୍ଣ ସ୍ଥାନରେ ସେଲ୍ଫିରେ ନେବା ନିଶା କେତେ ଜଣଙ୍କର ଯେ ଜୀବନ ନେଇଛି ତାହାର କଳନା ନାହିଁ। ଏହାକୁ ପୁଣି ଥରେ ଅନୁଭବ କରାଇଛି ପୁଲିସ। ମୁମ୍ବାଇ ପୁଲିସ ଟ୍ବିଟରରେ ସେୟାର କରିଥିବା ଭିଡ଼ିଓ ଦେଖିଲେ ସହଜରେ ବିଶ୍ବାସ କରିହେବ­।

ଭିଡ଼ିଓରେ ଏହି ବ୍ୟକ୍ତି ଜଣକ ସେଲ୍ଫି ନିଶାରେ ବଡ଼ କୋଠା ଉପରୁ ତଳକୁ ଖସି ପଡୁଥିବାର ଦେଖିବାକୁ ମିଳୁଛି।

ଏହି ଘଟଣା କେଉଁଠାରେ ଘଟିଛି ତାର କିଛି ସୂଚନା ମୁମ୍ବାଇ ପୁଲିସ ଦେଇନାହିଁ। ସାଧାରଣ ଜନତାକୁ ସଚେତନ କରାଇବ ପାଇଁ ଏଭଳି ଏକ ଭିଡ଼ିଓ ସେୟାର କରିଛନ୍ତି।

   ସମ୍ବନ୍ଧିତ ଖବର


୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର

ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ସାବରିମାଲାରେ କରୋନା ଆତଙ୍କ – ୨୭ କର୍ମଚାରୀଙ୍କ ସହ ୩୯ଲୋକ ସଂକ୍ରମିତ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌

ଅଷ୍ଟ୍ରିଆର ଏକ ଗାଁର ନାଁ ବଦଳାଇବା ପାଇଁ ଭୋଟିଂ, କାରଣ ହେଉଛି…