PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ବଲାଙ୍ଗିର: ଦଳ ଛାଡିଲେ ୧୦ କଂଗ୍ରେସ କର୍ମୀ

ବଲାଙ୍ଗିର ୩/୪: ଦଳ ଛାଡିଲେ ୧୦ କଂଗ୍ରେସ କର୍ମୀ । କଂଗ୍ରେସର ବହୁ ବରିଷ୍ଠ ନେତା ବୁଧବାର ସମୂହ ଇସ୍ତଫା ଦେଇଛନ୍ତି ।  ପିସିସି ସାଧାରଣ ସମ୍ପାଦକ ଲକ୍ଷ୍ମଣ ମେହେର । ପୂର୍ବତ୍ତନ ଜିଲ୍ଲା କଂଗ୍ରେସ ସଭାପତି ବଗବାନ ବଗର୍ତ୍ତି ଇସ୍ତଫା ଦେଇଛନ୍ତି । ଚଳିତ ନିର୍ବାଚନରେ ଟିକେଟ ପାଇଁ ଆଶାୟୀ ଥିଲେ ଲକ୍ଷ୍ମଣ । ଦେଓଗାଁ ବ୍ଲକ୍ ଅଧ୍ଯକ୍ଷା ରୀନା ମେହେର ମଧ୍ଯ ଦଳରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହ ୯ ଜଣ କର୍ମୀ ମଧ୍ଯ ଇସ୍ତଫା ଦେଇଛନ୍ତି । ତେବେ ଟିକେଟ ବଣ୍ଟନରେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିବା ସୂଚନା ମିଳିଛି ।