୧୫ ଜଣଙ୍କୁ ବହିଷ୍କୃତ କଲା ବିଜେପି

ଭୁବନେଶ୍ୱର,୧୬ ।୪(ବ୍ୟୁରୋ): ଦଳୀୟ ଅନୁଶାସନ ଭଙ୍ଗ ଏବଂ ବିଶୃଙ୍ଖଳିତ ଆଚରଣକାରୀଙ୍କ ବିରୋଧରେ ଛାଟ ମାରିଛି ବିଜେପି । ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅନୁମୋଦନକ୍ରମେ ୧୫ ଜଣଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ଜିଜ୍ଞାସୁ ପଣ୍ଡା, ଭୂବନେଶ୍ୱର ଏକାମ୍ରର ଭୀଷ୍ମ ନାରାୟଣ ନାୟକ, ବୋଲଗଡ-ବେଗୁନିଆର ରୁଦ୍ର ନାରାୟଣ ବାହିନୀପତି, ରେଢାଖୋଲର ସମର ପ୍ରଧାନ, ଚମ୍ପୁଆର ଶ୍ରୀମନ୍ତ କୁମାର ତ୍ରିପାଠୀ, କରଞ୍ଜିଆର ସମାଇ ଚରଣ ପୁର୍ତି, ବାରବାଟୀ-କଟକର ହେମନ୍ତ କୁମାର ବେହେରା, ବାଙ୍ଗିରୀପୋଷୀର ଜିତେନ୍ଦ୍ର ପାତ୍ର, କେନ୍ଦ୍ରାପଡାର ଉର୍ମିଳା ସେଠୀ, ରାଜନଗରର ଅଜୟ କୁମାର ବେହେରା, ଯାଜପୁରର ପ୍ରଦୀପ କୁମାର ବେହୁରିଆ, ବସ୍ତାର ଅଜୟ କୁମାର ନାୟକ ଓ ସଚ୍ଚିନ୍ଦ୍ର ଦାସ, ପାଟଣାର ଅଖିଳ ଚନ୍ଦ୍ର ନାୟକଙ୍କୁ ଦଳର ପ୍ରାଥମିକ ସଦସ୍ୟରୁ ବହିଷ୍କାର କରାଯାଇଛି । ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ପ୍ରେସ ଇସ୍ତାହାରରେ ଏ ନେଇ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଭୀଷଣ ଅବପାତ ରୂପ ନେବ ଲଘୁଚାପ, ଆଜି ବାତ୍ୟାରେ ପରିଣତ ହେବା ସମ୍ଭାବନା: ଆସନ୍ତା ୨ ଓ ୩ ତାରିଖରେ କୁହୁଡ଼ି ସମ୍ଭାବନା

କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୫ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୯କୁ ବୃଦ୍ଧି

ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍‌: ୨୪ଘଣ୍ଟା ଆଉ ୪୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ୭୨୫କୁ ବୃଦ୍ଧି

ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଓଡ଼ିଶାରେ ଦିନ ୧ଟାରେ ଆରମ୍ଭ ହେବ

କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୪ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୪କୁ ବୃଦ୍ଧି

ଓଡ଼ିଶାରେ ‌୫ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୫୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ଟପିଲା