PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ବଡମ୍ବା ଥାନା ଅଞ୍ଚଳରେ ଚଢାଉ, ୧୫୨ କେ.ଜି ଗଞ୍ଜେଇ ଜବତ କଲା STF

କଟକ, ୨୮/୦୭ : କଟକ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ନିଶା କାରବାର। ବଡମ୍ବା ଥାନା ଅନ୍ତର୍ଗତ ଦାମଗାଡିଆ ଅଞ୍ଚଳରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ। ୧୫୨ କେ.ଜି ଗଞ୍ଜେଇ ଜବତ କଲା ଏସଟିଏଫ୍। ତେବେ ଏହି ଘଟଣାରେ କେହି ଅଭିଯୁକ୍ତ ଗିରଫ ହୋଇ ନାହାଁନ୍ତି। ବଡମ୍ବା ପୋଲିସ ସହାୟତାରେ ଭୁବନେଶ୍ଵର ଏସଟିଏଫ୍ ଏହି ଚଢାଉ କରିଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଏନେଇ ବଡମ୍ବା ଥାନାରେ ଏକ ମାମଲା ରୁଜୁ ହୋଇଛି।

ପ୍ରକାଶ ଥାଉକି, ୨୦୨୦ରୁ ଏଯାବତ୍ ଏସଟିଏଫ୍ ୩୪ କେ.ଜିର ବ୍ରାଉନସୁଗାର, ୬୭ କ୍ଵିଣ୍ଟାଲ ୫୨ କେ.ଜିର ଗଞ୍ଜେଇ ଜବତ କରିଛି। ଏତଦ୍ ବ୍ୟତୀତ ୧୦୦ରୁ ଉର୍ଦ୍ଧ୍ଵ ମାଫିଆ ଗିରଫ କରିଛି ଏସଟିଏଫ୍।