ଟ୍ରେନ୍ ଇଞ୍ଜିନକୁ ଅଚାନକ ପଶିଆସିଲା ସାପ, ଆଉ ତା ପରେ…

ନୁଆଦିଲ୍ଲୀ ୨୨/୮: ଘରେ କିମ୍ବା ଗାଡିରୁ ଅଚାନକ ସାପ ବାହାରିବା ଆପଣ ଦେଖିଥିବେ । କିନ୍ତୁ କେବେ ଟ୍ରେନରୁ ସାପ ବାହାରିବା କଥା ଶୁଣିଛନ୍ତି କି ? ଆଜ୍ଞା ହଁ । ଉଧମପୁର-ଦିଲ୍ଲୀ ମେଲର ଇଞ୍ଜନରେ ଠିକ୍ ଏମିତି ଦୃଶ୍ଯ ଦେଖିବାକୁ ମିଳିଛି ।

ଡ୍ୟାସ୍ ବୋର୍ଡରେ ଅଚାନକ ଏକ ଅଢେଇ ମିଟର ଲମ୍ବା ସାପ ଚଲାବୁଲା କରୁଥିବା ଦେଖି ଘାବରେଇ ଯାଇଥିଲେ ପାଇଲଟ୍ । ଏହାପରେ ସେ ତୁରନ୍ତ ଏହାର ସୂଚନା କଣ୍ଟ୍ରୋଲ୍ ରୁମରୁ ଦେଇଥିଲେ ଏବଂ ସାହାଯ୍ଯ ମାଗିଥିଲେ ।

ଉତ୍ତର ରେଲୱେର ଜନସମ୍ପର୍କ ଅଧିକାରୀ ଦୀପକ କୁମାର କୁହନ୍ତି ଯେ ଏହି ଘଟଣା ସୋମବାର ରାତି ସାଢେ ୯ଟା ସମୟରେ ହୋଇଥିଲା । ଟ୍ୱିଟରରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।

   ସମ୍ବନ୍ଧିତ ଖବର


NCB ଦୀପିକାଙ୍କ ସାମନାରେ ଗୋଟେ ମୋଟା ଓ ଗୋଟେ ପତଳା ସିଗାରେଟ୍ ରଖିଥିଲା…ଏହାର କାରଣ କଣ ଜାଣନ୍ତୁ –

ନିଜ ଫୋନ୍‌ରୁ ତୁରନ୍ତ ହଟାନ୍ତୁ ଏହି ୧୭ଟି ଆପ୍‌ସ – ଡାଟା ଚୋରୀକୁ ନେଇ ଗୁଗଲ କଲା ବ୍ୟାନ୍‌

ଜୀବନ ସହ ଖେଳୁଛି ଚୀନ୍‌

ଡ୍ରାଇଭିଂ ଲାଇସେନ୍ସ ଓ RC ରଖିବା ଚିନ୍ତା ସରିଲା ! ୧ ଅକ୍ଟୋବରରୁ ବଦଳୁଛି ନିୟମ-

ପ୍ରସିଦ୍ଧ ଗୀତିକାର ଅଭିଳାଷଙ୍କ ପରଲୋକ, ‘ଇତନି ଶକ୍ତି ହମେ ଦେ ନା ଦାତା…’ ଗୀତରୁ ଲାଭ କରିଥିଲେ ପ୍ରସିଦ୍ଧି

ସାବଧାନ ! ଟ୍ୟାପ୍‌ ପାଣିରେ ଆସୁଛି ଘାତକ ଜୀବାଣୁ – ବ୍ରେନ୍‌କୁ କରୁଛି ଅକାମୀ…