PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଏସ୍‌ସିବିରେ ୨ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ! କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଲା

କଟକ: ଏସ୍‌ସିବି କୋଭିଡ୍‌ ୱାର୍ଡରେ ଦୁଇ ଜଣ ସନ୍ଦିଗ୍ଧ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଭର୍ତ୍ତି ହୋଇଥିବା ଖବର ମିଳିଛି । କୋଭିଡ ୟୁନିଟ୧ରେ ଜଣେ ମହିଳା ଓ ୟୁନିଟ-୨ରେ ଜଣେ ପୁରୁଷ ରୋଗୀ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ଉଭୟଙ୍କ ଶରୀରରେ ଦେଖାଦେଇଥିବା ଲକ୍ଷଣ ବ୍ଲାକ୍‌ ଫଙ୍ଗସ୍‌ ସହ ମେଳ ଖାଉଥିବାରୁ ସତର୍କତାର ସହିତ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି । ଉଭୟଙ୍କ ସ୍ୱାବ୍‌ରୁ ଫଙ୍ଗସ୍‌ ଚିହ୍ନଟ ପାଇଁ ସାବରଏଡ୍‌ ମିଡିଅ ମାଧ୍ୟମରେ ମାଇକ୍ରୋବାୟୋଲୋଜି ବିଭାଗର ଲାବୋରେଟୋରୀରେ ପରୀକ୍ଷା କରାଯିବ ।

ଯଦି ଫଙ୍ଗସ୍‌ ଚିହ୍ନଟ ହୁଏ, ଏମ୍‌ଆର୍‌ଆଇ ଓ ସିଟିସ୍କାନ୍‌ କରାଯାଇ ଫଙ୍ଗସ୍‌ ସଂକ୍ରମଣ କେତେଦୂର ବ୍ୟାପିଛି ତାହା ବାହାର କରାଯିବ ବୋଲି କୋଭିଡ୍‌ ୱାର୍ଡର ଜଣେ ଡାକ୍ତର କହିଛନ୍ତି । ଏସ୍‌ସିବିରେ ସନ୍ଦିଗ୍ଧ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଭର୍ତ୍ତି ହେବାରେ ଏହା ପ୍ରଥମ ଘଟଣା ଯାହା ମେଡିକାଲ୍‌ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି ।