ହୀରାକୁଦ ଜଳଭଣ୍ଡାର ଅପଡେଟ୍: ୨ଟି ଗେଟ୍ ଦେଇ ଜଳ ନିଷ୍କାସନ, ଜଳସ୍ତର ୬୧୯.୪୩ ଫୁଟ୍

ସମ୍ବଲପୁର ୨୨।୮: ହୀରାକୁଦ ଜଳଭଣ୍ଡାରର ୨ ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୯.୪୩ ଫୁଟ୍ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୬୨ ହଜାର ୮୧୦ କ୍ୟୁସେକ୍ ଜଳ।

ଜଳଭଣ୍ଡାର ମଧ୍ୟରୁ ନିଷ୍କାସିତ ହେଉଛି ୫୩ ହଜାର ୨୭୫ କ୍ୟୁସେକ୍ ଜଳ। ତେବେ ୨ ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ବାମ ପାର୍ଶ୍ବରେ ଗୋଟିଏ ଓ ଦକ୍ଷିଣ ପାର୍ଶ୍ବରେ ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସନ ଜାରି

   ସମ୍ବନ୍ଧିତ ଖବର


​ଅଡ଼ୁଆରେ ସରକାରୀ ଅଫିସ୍‌ କର୍ମଚାରୀ – କାଲି ରାଜ୍ୟ ସରକାର କହିଲେ ଏମିତି, ଆଜି ଉଚ୍ଚ ଶିକ୍ଷା ବିଭାଗ କହୁଛନ୍ତି ଏମିତି–କାହାକୁ ମାନିବେ ?

ରାଜ୍ୟ ସରକାର ଜାରି କଲେ ଅକ୍ଟୋବର ଗାଇଡ୍ ‌ଲାଇନ୍‌ : ଜାଣନ୍ତୁ କଣ କଣ ବନ୍ଦ ରହିବ

ରାସ୍ତା କଡକୁ ଓଲଟିଲା ଯାତ୍ରୀବାହୀ ବସ୍‌- କଟକ ଚାନ୍ଦବାଲି ରାସ୍ତାର ଜମଧର ଛକ ନିକଟରେ କେନ୍ଦ୍ରାପଡା ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ

ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଏହି ସ୍ଥାନମାନଙ୍କରେ ବର୍ଷା ସମ୍ଭାବନା

ଦୃଷ୍ଟିହୀନ ହାରମଣିକୁ ମିଳୁନି ଚାଉଳ କି ଭତ୍ତା, ବ୍ଲକ କାର୍ଯ୍ୟାଳୟକୁ ଧାଇଁ ନିରାଶ

ପାନୀୟ ଜଳ ଯୋଗାଣରେ ଦୁର୍ନୀତି, ବେଆଇନ୍‌ ଭାବେ ଲକ୍ଷ ଲକ୍ଷ ଟଙ୍କା ଆଦାୟ