ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଶିକାର କରିବାକୁ ଯିବା ବେଳେ ଧରିଲା ବନ ବିଭାଗ, ଦୁଇ ଶିକାରୀ ଗିରଫ, ବାଇକ ଓ ଦେଶୀ ବନ୍ଧୁକ ଜବତ

କଟକ, ୧/୩ : ଶିକାର କରିବାକୁ ଯିବାବେଳେ ଦୁଇ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ। କଟକ ବନଖଣ୍ଡ ଅଧୀନ ବୈରୀ ଡାଳିଯୋଡ଼ା ରେଞ୍ଜ ଅଧୀନ ମଙ୍ଗରାଜପୁର ଅଞ୍ଚଳରୁ ଏହି ଦୁଇ ଶିକାରୀ ଗିରଫ ହୋଇଛନ୍ତି। ବୈରୀ ବନ ବିଭାଗ ସେମାନଙ୍କୁ ଗିରଫ କରିଛି।

ସୂଚନାନୁଯାୟୀ, ବୈରୀ ଡାଳିଯୋଡ଼ା ରେଞ୍ଜ ଅଧୀନ ମଙ୍ଗରାଜପୁର ଅଞ୍ଚଳରୁ ଦୁଇ ଶିକାରୀ ଗିରଫ ହୋଇଛନ୍ତି। ଏହି ଦୁଇ ଶିକାରୀଙ୍କ ନିକଟରୁ ଦେଶୀ ବନ୍ଧୁକ ଜବତ କରାଯାଇଛି। ଗିରଫ ହୋଇଥିବା ଦୁଇ ଶିକାରୀ ମଙ୍ଗରାଜପୁର ଅଞ୍ଚଳର। ଜଙ୍ଗଲକୁ ଶିକାର କରିବା ପାଇଁ ସେମାନେ ବାଇକରେ ଯାଉଥିବା ବେଳେ ବନ ଅଧିକାରୀ ପିଛା କରି ସେମାନଙ୍କୁ କାବୁ କରି ନେଇଥିଲେ। ତେବେ ବୈରୀ ବନ ବିଭାଗ ଏନେଇ ଅଧିକ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.