ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଲକ୍‌ଡାଉନରେ ମଦ ନେଇଯାଉଥିଲେ ୨ ଅମାନିଆ ଭଣଜା, ଚେକ୍ ପଏଣ୍ଟରେ ବ୍ଳକ୍ କରି ଧରିଲା ପୁଲିସ୍ ମାମୁଁ

ଭୁବନେଶ୍ୱର,୦୯/୦୬: ଲକ୍‌ ଡାଉନ୍‌ରେ ମଦ ନେଇ ଯାଉଥିଲେ । ମାଡି ବସିଲା ପୁଲିସ । ଖାରବେଳନଗର ଥାନା ଚେକ ପଏଣ୍ଟରେ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ସେମାନେ ହେଲେ ମାଳିସାହି ଅଞ୍ଚଳର ବିଜୁ ବେହେରା (୪୦), ମୋଜାମିଲ ଲାଇକ (୨୪)ସେମାନଙ୍କ ପାଖରୁ ୧୮୨.୫ ଲିଟର ମଦ ଜବତ ହୋଇଛି ।

ସୂଚନା ଅନୁସାରେ ବିଜୁ ତାର ସହଯୋଗୀ ସହ ଚୋରା ମଦ ନେଇ ଯାଉଥିବା ବେଳେ ଖାରବେଳନଗର ଠାରେ ପୁଲିସ ଅଟକାଇଥିଲା । ପରେ ଗାଡି ଯାଞ୍ଚ କରିବା ବେଳେ ବିପୁଳ ପରିମାଣର ମଦ ସହ ନଗଦ ୨୧ଶହ ଟଙ୍କା ଜବତ କରିଥିଲା । ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.