PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ଗୋଟିଏ କନେକସନରେ ଦେଖନ୍ତୁ ଦୁଇଟି ଟିଭିରେ ଭିନ୍ନ ଭିନ୍ନ ଚ୍ୟାନେଲ, କରିବାକୁ ପଡିବ ଏହା…

ନୂଆଦିଲ୍ଲୀ,୧୮।୪: ଆପଣଙ୍କ ଘରେ ଦୁଇଟି ଟିଭି ରହିଛି, କିନ୍ତୁ ଦୁଇଟି ପାଇଁ ଅଲଗା-ଅଲଗା କିମ୍ବା ଦୁଇଟି କନେକସନ୍ ଯଦି ବ୍ୟବହାର କରୁଛନ୍ତି, ତେବେ ଏଭଳି କରିବା ଆଉ ଦରକାର ନାହିଁ। ଆପଣମାନେ ଟାଟା ସ୍କାଇ, ଡିସ୍ ଟିଭି କିମ୍ବା ଅନ୍ୟ ଯେ କୌଣସି କମ୍ପାନୀର ଡିଟିଏଚ ବ୍ୟବହାର କରନ୍ତୁ ଏବେ ଗୋଟିଏ କନେକସନ୍ରେ ଘରର ଦୁଇଟି ଟିଭିକୁ ଚଲାଇ ପାରିବେ। କେବଳ ସେତିକି ନୁହେଁ ଦୁଇଟି ଟିଭିରେ ଭିନ୍ନ ଭିନ୍ନ ଚ୍ୟାନେଲ ମଧ୍ୟ ଆସିବ। ଏହି ଉପାୟରେ   ଆପଣଙ୍କର ଦୁଇଟି କନେକସନର ଟଙ୍କା ମଧ୍ୟ ଦେବାକୁ ପଡିବନି।

ଏଭଳି କରିପାରିବେ:

  • ଗୋଟିଏ ଡିଟିଏଚରୁ ଦୁଇଟି ଟିଭିରେ ଭିନ୍ନ-ଭିନ୍ନ ଚ୍ୟାନେଲ ଦେଖନ୍ତି ତେବେ ଆଉ ଏକ ସେଟଟପ୍ ବକ୍ସର କୌଣସି ଆବଶ୍ୟକତା ନାହିଁ। କାରଣ ଗୋଟିଏ ସେଟଟପ ବକ୍ସରୁ କେବଳ ଗୋଟିଏ ଟିଭି ଚ୍ୟାନେଲ ହିଁ ବଦଳାଇ ପାରିବେ। କିନ୍ତୁ ଆମକୁ ଏଭଳି ଏକ ସେଟ ଟପ୍ ବକ୍ସ  ଦରକାର ଯେଉଁଥିରେ ଏଲଏନବି ଆଉଟ ପୋର୍ଟ ରହିଛି। ଯଦି ବାକ୍ସରେ ଏହି ପୋର୍ଟ ନାହିଁ ତେବେ ଟିଭି ଚାଲିବନି।
  • ଦୁଇଟି ସେଟଅପ୍ ବକ୍ସରେ ଏମପିଇଜି-୪ ଓ ଦ୍ବିତୀୟଟି ଏମପିଇଜି-୨ ସେଟଅପ୍ ରହିବା ଦରକାର। ଏମପିଜି-୨ ସେଟଅପ୍ ବକ୍ସରେ ଏଲଏନବି ଇନ୍ ଓ ଏଲଏନବି ଆଉଟ୍ ଦୁଇଟି ପୋର୍ଟ ରହିଥାଏ।
  • ଡିଟିଏଚର ମେନ କେବୁଲ ଏହି ସେଟଟପ୍ ବକ୍ସର ଇନପୋର୍ଟରେ ଲଗାଇବାକୁ ପଡେ। ଏହାକୁ ଏଲଏନବି ଆଉଟ ପୋର୍ଟରୁ ଦ୍ବିତୀୟ କେବୁଲର କନେକସନ୍ ଏମପିଇଜି-୪ର ଏଲଏନବି ଇନରେ ଦେବାକୁ ପଡେ।
  • ଏମପିଇଜି-୪ ବାକ୍ସ ଆପଣଙ୍କୁ ଆଉ ଏକ ରୁମରେ ରଖିବାକୁ ପଡିବ। ଏବେ ଆପଣ ଦୁଇଟି ବାକ୍ସରେ ଭିନ୍ନ ଭିନ୍ନ ଚ୍ୟାନେଲ ଦେଖିପାରିବେ।