PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲମ୍ପିକ୍ସ : ଭାରତକୁ ଆଉ ଏକ ପଦକ, ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ରବିଙ୍କୁ ରୌପ୍ୟ
  • ||
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ଥାନା ଆଲମାରୀ ଭିତରୁ ବାହାରିଲେ ୨୧ଟି ନାଗ ସାପ ଛୁଆ

https://aajtak.intoday.in/

ଶିମଲା,୧୭।୮: ପୋଲିସ ଷ୍ଟେସନରେ ଆଲମାରୀ ଭିତରୁ ବାହାରିଲେ ୨୧ଟି ସାପ। ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ହିମାଚଳ ପ୍ରଦେଶର କାଙ୍ଗଡା ସହର ପାଖରେ ଥିବା ଗଗ୍ଗଲ ​‌ପୋଲିସ ଷ୍ଟେସନରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ପୋଲିସ ଷ୍ଟେସନରେ ଫାଇଲ ଭିତରେ ଏକ ଗୋଟିଏ କିମ୍ବା ଦୁଇଟି ନୁହେଁ ୨୧ଟି ନାଗସାପ୍ ପିଲା ନିଜର ଘର ବନେଇ ସାରିଥିଲେ।

କୌଣସି କାମରେ ଜଣେ ପୋଲିସକର୍ମୀ ଆଲମାରୀ ଭିତରେ ଥିବା ନିଜର ଫାଇଲକୁ ବାହାର କରିବା ବେଳେ ନାଗସାପ ଛୁଆକୁ ସେ ଦେଖିତିଲେ। ସାପକୁ ଦେଖି ପୋଲିସ କର୍ମଚାରୀ ଜଣକ ଭୟଭୀତ ହୋଇ ପଡିଥିଲେ। ଏହାପରେ ସାପ ଧରାଳିଙ୍କୁ ଡକାଇଥିଲେ। ଯେତେବେଳେ ସାପ ଧରାଳି ଆସିଥିଲେ ସେ ମୋଟ ୨୧ଟି ସାପ ବାହାର କରିଥିଲେ। ଏତେ ସାପ ଦେଖି ପୋଲିସ ଷ୍ଟେସନ୍ ଭିତରେ ଭୟର ପରିବେଶ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର