ଜୋର ହେଲା ଟ୍ରାଫିକ ଧରପଗଡ: ବାଇକ ଚାଳକଙ୍କୁ ୨୨ହଜାର ଟଙ୍କା ଫାଇନ

ଭୁବନେଶ୍ୱର, ମାର୍ଚ୍ଚ ୦୧: କଣ୍ଟ ପୁରିବା ପରେ ଆଜି ରାଜଧାନୀରେ ଜଣେ ବାଇକ ଚାଳକଙ୍କୁ ୨୨ହଜାର ଟଙ୍କା ଫାଇନ ପଡିଛି। ଭୁବନେଶ୍ୱର ଆରଟିଓ ୨ ପକ୍ଷରୁ ଏହି ପାଇନ ପକାଯାଇଛି।

ଗତକାଲିଠାରୁ ଟ୍ରାଫିକ ନିୟମ କୋହଳଟ ଶେଷ ଦିନ ଥିଲା। ଦୀର୍ଘ ୬ ମାସ ସରକାରଙ୍କ ତରଫରୁ ଗାଡିର କାଗଜ ପତ୍ର ଠିକ କରିବାକୁ ମହଲତ ଦିଆଯାଇଥିଲା। ଆଜିଠାରୁ ପୁଣି ଟ୍ରାଫିକ ଧରପଗଡ କଡାକଡି ହୋଇଛି। ଭୁବନେଶ୍ୱର ଆରଟିଓ-୨ ପକ୍ଷରୁ ଜଣେ ବାଇକ ଚାଳକଙ୍କୁ ଏକାବେଳେ ୨୨ହଜାର ଟଙ୍କା ଫାଇନ ପଡିଛି। ତାଙ୍କର ହେଲମେଟ୍, ଡିଏଲ ଓ ଗାଡିର ପଲ୍ୟୁସନ୍ ସାର୍ଟିଫିକେଟ୍, ଇନସ୍ୟୁରାନ୍ସ କିଛି ନଥିବାରୁ ଏହି ଫାଇନ ଲାଗିଛି।  

   ସମ୍ବନ୍ଧିତ ଖବର


ପୋଷ୍ଟ ଅଫିସ୍‌ର ଏହି ସ୍କିମ୍‌ରେ ଟଙ୍କା ବିନିଯୋଗ କଲେ ହୋଇଯିବ ଦୁଇ ଗୁଣ,୫୦ ହଜାର ବଦଳରେ ମିଳିବ ଏକଲକ୍ଷ ଟଙ୍କା

ଭୁବନେଶ୍ୱରରେ ମିଳୁଛି କୋଭିଡ ଟିକା !

ରାଜ୍ୟର ପ୍ରମୁଖ ୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ

ରାଜ୍ୟରେ ଏବେ ବେଆଇନ ଧର୍ମଘଟ କଲେ ଏକ ବର୍ଷ ଜେଲ୍‌ କିମ୍ବା ୫ ହଜାର ଜରିମାନା

ଓଡ଼ିଶାର ଚାଷୀଙ୍କୁ ମୋଦି ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌-ଗତ ୬ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ISL-7: ଆଜି ହାଇଦ୍ରାବାଦକୁ ଭେଟିବ ଓଡ଼ିଶା ଏଫ୍‌ସି