୨୫ରେ ଭୁବନେଶ୍ୱର ଆସୁଛନ୍ତି ବଲିଉଡ ଅଭିନେତ୍ରୀ ଅମିଶା

ଭୁବନେଶ୍ୱର ୨୪/୯: ଆସନ୍ତା ୨୫ ତାରିଖରେ ଭୁବନେଶ୍ୱର ଆସୁଛନ୍ତି ବଲିଉଡ ଅଭିନେତ୍ରୀ ଅମିଶା ପଟେଲ । ମାଷ୍ଟରକ୍ୟାଣ୍ଟିନ ନିକଟ ଜନପଥରେ ଦୁହିତା ଶୋ’ ରୁମ୍‌ ଉଦ୍‌ଘାଟନ ଅବସରରେ ସେ ଉଦ୍‌ଘାଟକ ଭାବେ ଯୋଗ ଦେବେ। ପୂର୍ବାହ୍ନ ୧୧ଟା ସମୟରେ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଚଳିତ ସିଜନ୍‌ ବିଗ୍‌ବସ୍‌ରେ ଯୋଗ ଦେବା ନେଇ ଚର୍ଚ୍ଚାରେ ଏହି ଅଭିନେତ୍ରୀଙ୍କ ଭୁବନେଶ୍ୱର ଆସିବା ନେଇ ପ୍ରଶଂସକ ବହୁତ ଉତ୍ସାହିତ ହୋଇପଡ଼ିଛନ୍ତି । ବର୍ତ୍ତମାନ ଅମିଶାଙ୍କ ‘ଦେଶୀ ମ୍ୟାଜିକ୍‌’ ମୁକ୍ତିଲାଭ ଅପେକ୍ଷାରେ ଥିବାବେଳେ ଶେଷଥର ପାଇଁ ସେ ସିନେମା ‘ଭୟାଜି ସୁପର୍‌ହିଟ୍‌’ରେ ପରଦାରେ ନଜର ଆସିଥିଲା ।

   ସମ୍ବନ୍ଧିତ ଖବର


‘ଦାଦାବଟିକୁ ନା’ ଅଭିଯାନ: ଦାଦାବଟି ମାଗି ବନ୍ଧା ହେଲେ ୬ ସାମ୍ବାଦିକ, ୩୧ ହଜାର ଟଙ୍କା ଜବତ

ରାଜ୍ୟରେ ପୁଣି ୧୪ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୫୯ କୁ ବୃଦ୍ଧି

ପୁଣି ଚିହ୍ନଟ ହେଲେ ୧୪୮୦ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ଡେଇଁଲା

ବାଇକ୍ ଆ​ରୋହୀ ଉପରେ ଚଢ଼ିଗଲା ୧୮ ଚକିଆ ଟ୍ରକ, ଯୁବକ ମୃତ

୨୪ ଘଣ୍ଟା ଭିତରେ ଓଡିଶାରୁ ଫେରିଯିବ ମୌସୁମୀ: ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା

ଚୋରା ଦେଶୀ ଓ ବିଦେଶୀ ମଦ ଜବତ, ଦୁଇ ଗିରଫ