PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

କରୋନାରେ ଚାଲିଗଲେ ୨୬/୧୧ ହିରୋ ‘ଆଜମ ପଟେଲ’

ମୁମ୍ବାଇ, ୦୬/୦୮: ୨୬/୧୧ ମୁମ୍ବାଇ ଆକ୍ରମଣ ସମୟରେ ସାହସର ସହ ଅନେକ ଲୋକଙ୍କ ଜୀବନ ବଞ୍ଚାଇଥିବା ପୁଲିସ ଅଧିକାରୀ ଆଜମ ପଟେଲଙ୍କର କରୋନାରେ ମୃତ୍ୟୁ ହୋଇଛି । ସେ ଡ୍ୟୁଟିରେ ଥିବା ସମୟରେ କରୋନା ସଂକ୍ରମିତ ହୋଇ କିଛିଦିନ ହେବ ଚିକିତ୍ସିତ ହେଉଥିଲେ । ମୁମ୍ବାଇ ଆକ୍ରମଣ ସମୟରେ ସେ ୧୨ରୁ ଅଧିକ ଲୋକଙ୍କର ଜୀବନ ବଞ୍ଚାଇଥିଲେ । ନିଜର ସାହସିକତା ପାଇଁ ତାଙ୍କୁ ଅନେକ ପୁରସ୍କାର ମଧ୍ୟ ମିଳିଛି । ୨୬/୧୧ ଆକ୍ରମଣର ମୁଖ୍ୟ ଯାଞ୍ଚ ଅଧିକାରୀ ରମେଶ ମହାଲେ ଆଜମଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି ।

ସେ କହିଛନ୍ତି, ଆତଙ୍କୀମାନେ ମେଟ୍ରୋ ଷ୍ଟେସନ ନିକଟରେ ଅତର୍କିତ ଗୁଳିଚାଳନା କରୁଥିବା ସମୟରେ ଆଜମ ସେଠାରେ ପହଞ୍ଚି ଅନେକ ଲୋକଙ୍କୁ ମୃତ୍ୟୁମୁଖରୁ ଉଦ୍ଧାର କରିଥିଲେ । ସେ ଯାଞ୍ଚରେ ଅନେକ ସହଯୋଗ କରିଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି । ଆଜମ ୧୧/୭ ମୁମ୍ବାଇ ଟ୍ରେନ ବ୍ଲାଷ୍ଟର ଅଭିଯୁକ୍ତକୁ ମଧ୍ୟ ଧରିଥିଲେ । ମହାରାଷ୍ଟ୍ରର ଏକ ଖ୍ୟାତନାମା ପୁଲିସ ଅଧିକାରୀ ଭାବେ ସେ ପରିଚିତ ଥିଲେ । କ୍ରାଇମବ୍ରାଞ୍ଚ ସମେତ ଏନ୍‌ଆଇଏ ଅଧିକାରୀ ଭାବେ ମଧ୍ୟ ତାଙ୍କର ଅଭିଜ୍ଞତା ରହିଛି ।

ସମ୍ବନ୍ଧିତ ଖବର