ଡିସେମ୍ବର ୨ରୁ ମିଶନ ଇନ୍ଦ୍ରଧନୁଷ: ୬ ଆକାଂକ୍ଷୀ ଜିଲ୍ଲାରେ ଶିଶୁ ଓ ମହିଳାଙ୍କୁ ଦିଆଯିବା ଟିକା

ଭୁବନେଶ୍ୱର ୦୧/୧୨: ଡିସେମ୍ବର ୨ରୁ ରାଜ୍ୟରେ ମିଶନ ଇନ୍ଦ୍ରଧନୁଷ-୨ କାର୍ଯ୍ୟକ୍ରମ ଆରମ୍ଭ ହେବ । ୬ ଆକାଂକ୍ଷୀ ଜିଲ୍ଲା ଗଜପତି,କନ୍ଧମାଳ, କୋରାପୁଟ୍‌, ମାଲକାନଗିରି, ଢେଙ୍କାନାଳ ଓ ରାୟଗଡ଼ାରେ ଟିକାକରଣ ହେବ । ଆଜି ଭିଡ଼ିଓକନ୍‌ଫରେନ୍ସିଂରେ ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ ମେହେର୍ଦ୍ଦା ଓ ଜାତୀୟ ସ୍ୱାସ୍ଥ ମିଶନ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ସମୀକ୍ଷା କରିଛନ୍ତି । ଡିସେମ୍ବର ୨ରୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିବା ବେଳେ ୨୦୨୦ ଜାନୁଆରୀ ୬ରେ ଦ୍ୱିତୀୟ, ଫେବ୍ରୁଆରୀ ୩ରେ ତୃତୀୟ ଓ ମାର୍ଚ୍ଚ ୪ରେ ଚତୁର୍ଥ ପର୍ଯ୍ୟାୟ ଟିକାକରଣ ହେବ ।

   ସମ୍ବନ୍ଧିତ ଖବର


ଚୀନକୁ ଜବାବ୍ ଦେବାକୁ ଭାରତ କିଣିବ ୩୩ ଅତ୍ୟାଧୁନିକ ଯୁଦ୍ଧ ବିମାନ

ଲଞ୍ଚ୍ ହେବା ମାତ୍ରେ ୫୦ ହଜାର ଡାଉନଲୋଡ୍, ବିଲକୁଲ୍ TikTok ଭଳି କିନ୍ତୁ ମେଡ୍ ଇନ୍ ଇଣ୍ଡିଆ ଆପ୍

SBI ବଦଳାଇଲା ଏଟିଏମରୁ ପଇସା ବାହାର କରିବାର ନିୟମ, ଏମିତି କଲେ ଲାଗିବ ଜୋରିମାନା

ମାରୁତିର ବିକ୍ରିରେ ୫୪% ହ୍ରାସ, କାର୍ ବିକିବା ପାଇଁ କମ୍ପାନୀ ଦେଲା ଏମିତି ଅଫର୍

ଚାଇନିଜ୍ କମ୍ପାନୀ ହାତରୁ ଆଉ ଏକ ପ୍ରୋଜେକ୍ଟ ଛଡାଇଲା ଭାରତ, BSNL ରଦ୍ଦ କଲା 4G ଅପଗ୍ରେଡ୍ ଟେଣ୍ଡର

ଆସନ୍ତାକାଲିଠୁ ଆପଣଙ୍କ ଜୀବନରେ ଆସିବ ବହୁତ କିଛି ପରିବର୍ତ୍ତନ: ରୋଷେଇ କରିବାଠୁ ବିମାନ ଯାତ୍ରା ପର୍ଯ୍ୟନ୍ତ ସବୁ ମହଙ୍ଗା; ପେଟ୍ରୋଲ, ଏଟିଏମ୍…