ଆଡଲ୍ଟ ଫିଲ୍ମର ଏହି ୩ ସୁନ୍ଦରୀ ଅଭିନେତ୍ରୀ, ଯାହାକୁ ଦେଖିଲେ ହୋଇଯିବେ ପାଗଳ…

ଆଡଲ୍ଟ ଫିଲ୍ମର ଏହି ୩ ସୁନ୍ଦରୀ ଅଭିନେତ୍ରୀ ଦେଖିବାକୁ ଯେତିକି ସୁନ୍ଦର ସେତିକି ଆକର୍ଷଣୀୟ। ଆଜି ଏହି ୩ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛି ଯାହାକୁ ଦେଖିଲେ ଆପଣଙ୍କ ନଜର ବିଲକୁଲ ବି ହଟିବ ନାହିଁ। ସେମାନଙ୍କ ମଧ୍ୟରେ ​‌କ୍ୟାଟ୍ରିନା ଜେଡ଼୍ ଅନ୍ୟତମ।

‌କ୍ୟାଟ୍ରିନା ଜେଡ଼୍ ଦେଖିବାକୁ ଖୁବ୍ ସୁନ୍ଦର। ହଟ୍ ଫିଗର୍ ଥିବା ଏହି ଆଡଲ୍ଟ ଅଭିନେତ୍ରୀଙ୍କ ଜନ୍ମ ୩୧ ଅକ୍ଟୋବର ୧୯୯୧ ମସିହା କାର୍ଲିଫର୍ଣ୍ଣିଆରେ ହୋଇଛି। ଏବେ ତାଙ୍କ ବୟସ ୨୭ବର୍ଷ। ଉଚ୍ଚତା ୫ଫୁଟ୍ ୩ ଇଞ୍ଚ ଥିବାବେଳେ ଓଜନ ୫୭ କିଲୋ। ସେ ଦେଖିବାକୁ ଯେତିକି ସୁନ୍ଦର ତାଠାରୁ ଅଧିକ ଆକର୍ଷଣୀୟ। ଫିଲ୍ମ ଇଣ୍ଡଷ୍ଟ୍ରିର ଏହି ଅଭିନେତ୍ରୀ ହେଉଛନ୍ତି ଜଣେ ଆଡଲ୍ଟ ଷ୍ଟାର।

ନିକୋଲେଟ ସିୟା ମଧ୍ୟ କୈାଣସି ଗୁଣରେ କମ ନୁହଁନ୍ତି। ନିକୋଲେଟ ଜଣେ ଆଡଲ୍ଟ ଷ୍ଟାର ଭାବେ ପରିଚିତ। ନିକୋଲେଟଙ୍କ ବୟସ ୩୨ ବର୍ଷ ଓ ଉଚ୍ଚତା ୬ଫୁଟ। ଏହି ଅଭିନେତ୍ରୀ ଜଣକ ଦେଖିବାକୁ ଏତେ ସୁନ୍ଦର ଯିଏ କେହି ବି ତାଙ୍କ ଫଟୋ ଦେଖିବ ଥରେ କରେ ଆଃ କରି ରହିଯିବ।

 ଅମଲ କ୍ଲୁନି ହେଉଛି ସବୁଠୁ ସୁନ୍ଦର ଏବଂ ହଟ୍ ଆଡଲ୍ଟ ଷ୍ଟାର। ୩ ଫେବ୍ରୁଆରି ୧୯୭୮ ରେ ଜନ୍ମ ହୋଇଥିବା ଅମଲଙ୍କ ସ୍ବାମୀ ହେଉଛନ୍ତି ପ୍ରସିଦ୍ଧ ହଲିଉଡ ଅଭିନେତା ଜର୍ଜ କ୍ଲୁନି। ଅମଲ କେବଳ ସୁନ୍ଦର ନୁହଁନ୍ତି ତାଠାରୁ ଅଧିକ ଷ୍ଟାଇଲିସ୍ ମଧ୍ୟ।

   ସମ୍ବନ୍ଧିତ ଖବର


ବଦଳି ଯାଇଛି କି ହ୍ରିତିକ୍ ରୋଶନଙ୍କ ଚେହେରା ? ସେୟାର କଲେ ଫଟୋ

ଏବେ ବଡ଼ ପରଦାରେ ଏକ ଚର୍ଚ୍ଚିତ ନାଁ ପ୍ରଜ୍ଞା

ଇଏ କଣ ଶାହାରୁଖ ଖାନ୍‌ଙ୍କର ‘ପଠାନ୍‌’ ଲୁକ୍‌ ? କିଙ୍ଗ୍‌ ଖାନଙ୍କର ନୂଆ ଫିଲ୍ମକୁ ନେଇ ଟ୍ୱିଟରରେ ଟ୍ରେଣ୍ଡ #Pathan

ସମୁଦ୍ରରେ ଅଭିନେତ୍ରୀଙ୍କ ଷ୍ଟଣ୍ଟ – ଦିଶା ପଟାନି ମୁଣ୍ଡ ଦ୍ୱାରା ପାଣିରେ ଠିଆ ହେଲେ , ଭିଡ଼ିଓ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ମନାଲୀ ରାସ୍ତାରେ ରୋମାଣ୍ଟିକ୍‌ ହେଲେ ଅର୍ଜୁନ କାପୁର ଏବଂ ତାଙ୍କ ଠାରୁ ଢେର ବଡ ମଲାଇକା ଆରୋରା

କପିଲ ଶର୍ମାଙ୍କ ପିଛା ଛାଡୁନି ବିବାଦ : ୟୁଜର କହିଲେ, ‘ଚୁପ୍‌ଚାପ୍‌‌ କମେଡି କରନ୍ତୁ, ରାଜନୀତି କରିବାକୁ ଚେଷ୍ଟା କରନ୍ତୁ ନାହିଁ’