ନିମାପଡା: କୁଶଭଦ୍ରା ନଦୀରେ ବୁଡି ୩ ଯୁବକ ନିଖୋଜ

Representative image
ନିମାପଡା ୧୬/୪: କୁଶଭଦ୍ରା ନଦୀରେ ବୁଡି ୩ ଯୁବକ ନିଖୋଜ । ମଙ୍ଗଳବାର କୁଶଭଦ୍ରା ନଦୀର ନିମାପଡା ଧୀରପୁର ଘାଟରେ ୩ ଯୁବକ ବୁଡି ନିଖୋଜ ହୋଇଯାଇଛନ୍ତି । ଗାଧୋଇବାକୁ ଯାଇଥିବାବେଳେ ବୁଡି ଯାଇଥିଲେ ୩ ଯୁବକ । ଖବର ପାଇ ସ୍ଥାନୀୟ ଲୋକେ ଓ ଅଗ୍ନିଶମ କର୍ମଚାରୀ ସନ୍ଧାନ କାର୍ଯ୍ଯ ଜାରିରଖିଛନ୍ତି ।