ରାଜଧାନୀର ୩ କରୋନା ଆକ୍ରାନ୍ତ ସୁସ୍ଥ ହେଲେ


ଭୁବନେଶ୍ୱର ଏପ୍ରିଲ ୧୮ – ରାଜଧାନୀର ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପରୀକ୍ଷଣ ପରେ ସେମାନେ କରୋନା ନେଗେଟିଭ୍‌ ଥିବା କଥା ଜଣା ପଡିଛି ।

ରାଜ୍ୟରେ ଆଉ ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ମୋଟ ୨୪ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି।

ଆଜିର ଗୋଟିଏ ନୂଆ ପଜିଟିଭକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ରେ ପହଞ୍ଚିଛି।

ତଳ ଫଟୋରେ ଗତ କାଲି ମଧ୍ୟ ରାତ୍ରୀର ତଥ୍ୟ ଦିଆଯାଇଛି ।

   ସମ୍ବନ୍ଧିତ ଖବର


ଚୀନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ:ଭାରତ – ଆମେରିକାର ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଚୀନ୍‌ ଦେଉଛି ପରୋକ୍ଷ ଧମକ

ପୁରୀ ବ୍ଲୁ ଫ୍ଲାଗ୍ ବିଚ୍‌ରେ ଭାସିଗଲେ ପର୍ଯ୍ୟଟକ, ଉଦ୍ଧାର କାର୍ଯ୍ୟ ଜାରି

“କରୋନା ଗୋ… ଗୋ କରୋନା…” ଏମିତି ନାରା ଦେଇଥିବା ନେତା ଏବେ ହେଲେ କରୋନା ପଜିଟିଭ୍…

ବଡ଼ଦେଉଳ ବାଇଶିପାହାଚର ହେବ ମରାମତି, ପୁରୁଣା ବଦଳରେ ଲାଗିବ ନୂଆ ପଥର !

ବିମାନ ଭିତରେ ମାସ୍କ ପିନ୍ଧି ନଥିବାରୁ ସ୍ବାମୀଙ୍କୁ ଏମିତି ଦଣ୍ଡ ଦେଲେ ସ୍ତ୍ରୀ, ଆଶ୍ଚର୍ଯ୍ୟ ହେଲେ ଦେଖଣାହାରୀ…

ମାଲବାହୀ ଅଟୋ ହୁକରେ ଲାଗି ଓଲଟିଲା ଯାତ୍ରୀବାହୀ ଅଟୋ: ୨ ଯାତ୍ରୀ ଆହତ