PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ବାରହା ଶିକାର କରି ମାଂସ ବିକ୍ରି ବେଳେ ୩ ଶିକାରୀ ଗିରଫ

ଢେଙ୍କାନାଳ,୪।୮ ଢେଙ୍କାନାଳ ଜିଲ୍ଲା ଅଶ୍ଵଖୋଲା ସଂରକ୍ଷିତ ଜଙ୍ଗଲରୁ ବାର ହା ଶିକାର କରି ମାଂସ କାଟି ବିକ୍ରୀ  କରୁଥିବା ବେଳେ ବନବିଭାଗ କର୍ମଚାରୀ ଚଢାଉ କରି ୩ ଜଣଙ୍କୁ ଗିରଫ କରିଛନ୍ତି। ତାଙ୍କ ଠାରୁ ୮କିଲୋଗ୍ରାମ ବାର ହା ମାଂସ , ଗୋଟିଏ ବାଇକ ଓ ମାଂସ କଟା ଛୁରୀ ଆଦି ଜବତ କରାଯାଇଛି ।

ଢେଙ୍କାନାଳ ଜିଲ୍ଲା ଅଶ୍ଵଖୋଲା ସଂରକ୍ଷିତ ଜଙ୍ଗଲରୁ ବାର ହା ଶିକାର କରି ମାଂସ କାଟି ବିକ୍ରୀ  କରୁଥିଲେ । ବିଶେଷ ସୂତ୍ରରୁ ଖବର ପାଇ ବନ କର୍ମଚାରୀ ମାନେ ଚଢ଼ାଉ କରିଛନ୍ତି । ଏହି ଚଢ଼ାଉରେ ୩ଜଣ ଶିକାରୀଙ୍କୁ ବନ କର୍ମଚାରୀମାନେ କାବୁ କରିଛନ୍ତି । ଗିରଫ ଶିକାରୀ ମାନେ ଗଁନ୍ଦିଆ ଥାନା ଅନ୍ତର୍ଗତ କରମୂଳ ଗ୍ରାମର ଉପେନ୍ଦ୍ର ନାଏକ,ମକୁନ୍ଦପୁରର ସଞ୍ଜୟ ପଣ୍ଡା ଓ କଙ୍କା ଗ୍ରାମର ବିକାଶ ମଲ୍ଲିକ । ଗିରଫ ୩ଜଣଙ୍କୁ ବନ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି ।