PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: କଟକରୁ ଧରାପଡ଼ିଥିବା ନକଲି କରୋନା ଔଷଧ ଝାରସୁଗୁଡ଼ାର ଏକ ମେଡିକାଲ ଷ୍ଟୋରରୁ ଠାବ, ଜବତ କଲେ ଝାରସୁଗୁଡ଼ା ଡ୍ରଗ୍ ଇନ୍ସପେକ୍ଟର
  • ||
  • କୋକସରା: ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ପଶ୍ଚିମବଙ୍ଗ ରସଗୋଲାର ଜିଆଇ ମାନ୍ୟତା ନାକଚ ଶୁଣାଣି ପାଇଁ ଚେନ୍ନାଇ ଗଲେ ଓଡିଶାର ୩ ସଙ୍ଗଠନ

ଭୁବନେଶ୍ୱର ୫/୯- ଏପର୍ଯ୍ଯନ୍ତ ସମାଧାନ ହୋଇପାରିଲାନି ରସଗୋଲା ସମସ୍ୟା । ରସଗୋଲା କାହାର ତାହା ଏପର୍ୟ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇପାରିଲାନାହିଁ । ଉଭୟ ପଶ୍ଚିମବଙ୍ଗ ଓ ଓଡିଶା ରସଗୋଲାକୁ ଜିଆଇ ମାନ୍ୟାତା ମିଳିଛି । ଓଡିଶାର ରସଗୋଲା ଦ୍ୱାଦଶ ଶତାଦ୍ଦୀର ହୋଇଥିବା ବେଳେ ପଶ୍ଚିମବଙ୍ଗର ରସଗୋଲା ମାତ୍ର ୨ ଶହ ବର୍ଷର ।  

ରସଗୋଲା ପାଇଁ ରାଜ୍ୟ ସପକ୍ଷରେ ଲଢେଇ ଜାରି ରଖିଥିବା  ତିନୋଟି ସଂଗଠନ ଓଡିଆ ପର୍ବ, ପୁଣ୍ୟ ଉତ୍କଳ ଓ ରିଜିଓନାଲ ଡେଭଲେପମେଣ୍ଟ ଟ୍ରଷ୍ଟର ମିଳିତ  ଚେନାଇ ଗସ୍ତ କରିଛନ୍ତି । ସେମାନେ ଚେନାଇ ଜିଓଗ୍ରାଫିକାଲ ରେଜିଷ୍ଟେ୍ରସନ ଇଣ୍ଡିକେସନ କତୃପକ୍ଷଙ୍କ ନିକଟରେ ଅଧିକ ପ୍ରାମାଣିକ ତଥ୍ୟ ଦାଖଲ କରିବେ । ପଶ୍ଚିମବଙ୍ଗ ରସଗୋଲାକୁ ଯେଉଁ ଜିଆଇ ଟ୍ୟାଗ ମିଳିଥିଲା ତାକୁ ନାକଚ କରିବାକୁ ଏହି ସବୁ ତଥ୍ୟ ସହାୟକ ହେବ  ବୋଲି କହିଛନ୍ତି ଏହି ସଙ୍ଗଠନର ସଦସ୍ୟମାନେ ସୂଚନା ଦେଇଛନ୍ତି। ୨୦୧୮ ଫେବୃୟାରୀ ୧୩ ରେ ଚେନାଇ ଜିଓଗ୍ରାଫିକାଲ ରେଜିଷ୍ଟେ୍ରସନ ଇଣ୍ଡିକେସନ କାର୍ଯ୍ୟାଳୟରେ ​‌ଓ୍ୱେଷ୍ଟ ବେଙ୍ଗଲ ରସଗୋଲାକୁ ମିଳିଥିବା ଜିଆଇ ଟ୍ୟାଗ ବିରୋଧରେ ଏହି ତିନୋଟି ଟ୍ରଷ୍ଟ ପକ୍ଷରୁ ମାମଲା କରାଯାଇଥିଲା । ସେପଟେ  ଶୁକ୍ରବାରରେ ଏହାର ପରବର୍ତି ଶୁଣାଣୀ ଧାର୍ଯ୍ୟ ହୋଇଛି । ତେଣୁ ଏକ ୬ଜଣିଆ ଟିମ ଆବଶ୍ୟକିୟ ପ୍ରାମାଣକ ନଥିପତ୍ର ସହ ଆଜି ଚେନାଇ ଗସ୍ତ  କରିଛନ୍ତି ।  

୨୦୧୮ ଫେବୃୟାରୀ ୧୩ ରେ ଚେନାଇ ଜିଓଗ୍ରାଫିକାଲ ରେଜିଷ୍ଟେ୍ରସନ ଇଣ୍ଡିକେସନ କାର୍ଯ୍ୟାଳୟରେ ​‌ଓ୍ୱେଷ୍ଟ ବେଙ୍ଗଲ ରସଗୋଲାକୁ ମିଳିଥିବା ଜିଆଇ ଟ୍ୟାଗ ବିରୋଧରେ ଏହି ତିନୋଟି ଟ୍ରଷ୍ଟ ପକ୍ଷରୁ ମାମଲା କରାଯାଇଥିଲା । ସେପଟେ  ଶୁକ୍ରବାରରେ ଏହାର ପରବର୍ତି ଶୁଣାଣୀ ଧାର୍ଯ୍ୟ ହୋଇଛି । ।ତେଣୁ ଏକ ୬ଜଣିଆ ଟିମ ଆବଶ୍ୟକିୟ ପ୍ରାମାଣକ ନଥିପତ୍ର ସହ ଆଜି ଚେନାଇ ଗସ୍ତ  କରିଛନ୍ତି ।  

ସମ୍ବନ୍ଧିତ ଖବର