PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ରାଜଗାଙ୍ଗପୁର: ବିବାହ ଉତ୍ସବରେ ଜଳଖିଆ ଖାଇ ୩୦ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ରାଜଗାଙ୍ଗପୁର ୧୯/୪: ବିବାହ ଉତ୍ସବରେ ଜଳଖିଆ ଖାଇ ୩୦ ଜଣ ଅସୁସ୍ଥ । କୂଟନିଆ ପଂଚାୟତର ଲାଠୁପଡା (ସୋନାଖାନ )ରେ ଘଟିଛି ଏହି ଅଘଟଣ । ଅସୁସ୍ଥମାନେ ଏବେ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଲାଠୁ ପଡା ଗାଁରେ ମଙ୍ଗଳ ଏକ୍କାଙ୍କ ବାହାଘରରେ ବୁନ୍ଦୀ, ସେଓ  ଖାଇବା ପରେ ରସନା ପାଣି ପିଇଥିଲେ ଅତିଥି । ଏହାର ମାତ୍ର କିଛି ସମୟ ମଧ୍ଯରେ ସମସ୍ତେ ଅସୁସ୍ଥ ହୋଇପଡିଥିଲେ । ଶିଶୁ, ପୁରୁଷ ଏବଂ ମହିଳା ମିଶି ପ୍ରାୟ ୩୦ ରୁ ୪୦ ଜଣ ଅସୁସ୍ଥ ହୋଇପଡିଛନ୍ତି । ତେବେ ଅସୁସ୍ଥଙ୍କ ମଧ୍ୟରେ ୨ ଜଣ ଶିଶୁ ଅତି ଗୁରୁତର ହୋଇପଡିଛନ୍ତି । ସମସ୍ତଙ୍କୁ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରଯାଇଛି ।