PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

୭ ବର୍ଷର ଶିଶୁ ପାଇଁ ମୃତ୍ୟୁ ମୁଖରୁ ବଞ୍ଚିଲେ ୩୦ ଜଣ ରେଳ ବାଇ କର୍ମଚାରୀ

କୋଲକାତା (ଆପ୍ର): କୋଲକାତା ସିଆଲଦା ରେଳବାଇ ଦକ୍ଷିଣ ଶାଖା କେନିଙ୍ଗର ଟ୍ରେନ୍‌ ଲାଇନ୍‌ ନିକଟ ବସ୍ତିରେ ଏକ ୭ ବର୍ଷ ଶିଶୁ ଖେଳୁ ଥିଲା । ଏହି ସମୟରେ ଟ୍ରେନ୍‌ ଲାଇନ୍‌ ଉପରେ ତା’ର ନଜର ପଡ଼ିଥିଲା । ଟ୍ରେନ୍‌ ଲାଇନ୍‌ଟିର୍‌ ଲୁହା ଫାଟି ରହିଛି ଓ ସେହି ଶିଶୁଟି ତା ମା’କୁ ଯାଇ ଏକଥା କହିଥିଲା ।

Live Hindustan

ଯାହାଫଳରେ ଶିଶୁଟିର ମା’ ଆଖପାଖ ବସ୍ତିରେ ଥିବା ମହିଳାମାନଙ୍କୁ ଏହି ଘଟଣା କହିବା ପରେ ସମସ୍ତ ମହିଳା ଟ୍ରେନ୍‌ ଲାଇନ୍‌ର ଲୁହା ଫାଟିଥିବା ଜାଗାରେ ଠିଆ ହୋଇ ଲାଲ୍‌ ରଙ୍ଗର କପଡ଼ା ଦେଖାଇଥିଲେ । ଫଳରେ ଲାଲ୍‌ ରଙ୍ଗର କପଡ଼ା ଦେଖି ୩୦ଜଣ ରେଳବାଇ ଷ୍ଟାଫ୍‌କୁ ନେଇ ଆସୁଥିବା ଟ୍ରେନ୍‌ଟି ଅଟକି ଯାଇଥିଲା ।

https://qz.com/

ଅନ୍ୟପଟେ ଅଞ୍ଚଳ ସହିତ ରେଳବାଇ କର୍ତ୍ତୃପକ୍ଷମାନେ ଶିଶୁଟିର ବୁଦ୍ଧି ଓ ସାହସକୁ ପ୍ରଶଂସା କରିଛନ୍ତି ।

ସମ୍ବନ୍ଧିତ ଖବର