PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ସବୁ ସୀମା ଟପିଗଲେ ୩୫ ବର୍ଷିୟା ଶିକ୍ଷୟିତ୍ରୀ…୧୭ବର୍ଷିୟ ଛାତ୍ର ସହ ରଖିଲେ ଶାରୀରିକ ସମ୍ୱନ୍ଧ !

zeenews.india.com

ଆମେରିକା : ଗୁରୁ-ଶିଷ୍ୟ ସଂପର୍କରେ ନିଶ୍ଚୟ ଏହା କଳଙ୍କିତ ଅଧ୍ୟାୟ ହୋଇପାରେ । ନିଜର କାମନାର ଚରିତାର୍ଥ କରିବାକୁ ସବୁ ସୀମା ଟପିଗଲେ ଜଣେ ୩୫ ବର୍ଷିୟା ଶିକ୍ଷୟିତ୍ରୀ ।  ନିଜର ଜଣେ ୧୭ ବର୍ଷିୟ ଛାତ୍ରଙ୍କ ସହ ରଖିଲେ ଶାରୀରିର ସଂପର୍କ । ଏ ଖବରକୁ ନେଇ ଏବେ ଚର୍ଚ୍ଚା ।

ସୂଚନା ମୁତବାକ, ଆମେରିକାର ୱିସ୍କୋନ୍ସିନରେ ରହୁଥିବା ଏହି ମହିଳା ଶିକ୍ଷୟିତ୍ରୀଙ୍କ ନାଁ ଏବି ଜିବ୍ସ। ସେ ନିଜର ପୂର୍ବତନ ଛାତ୍ରଙ୍କ ସହ ସମ୍ୱନ୍ଧ ରଖିବା କଥା ସ୍ୱୀକାର କରିଛନ୍ତି । ଏହି ପୂର୍ବତନ ଶିକ୍ଷୟିତ୍ରୀ ଜଣଙ୍କ କହିଛନ୍ତି ଆମେ ଏହି ବିଷୟରେ ଆଲୋଚନା କରିଥିଲୁ କି ଆମେ ଲାଇନ୍‌ ପାର୍‌ କରିବୁ ନାହିଁ । ହେଲେ ସେ ସ୍ୱୀକାର କରିଛନ୍ତି କି ସେ ଓ ତାଙ୍କର ପୂର୍ବତନ ଛାତ୍ର ଗତ ସପ୍ତାହରେ ଅନେକ ଥର ସେକ୍ସ କରିଛନ୍ତି । ଏହି ମାମଲାରେ ପୁଲିସ୍‌ କହିଛି କି ମାମଲାର ଯାଞ୍ଚ କରାଯାଉଛି ଏବଂ ଏହି ଜାଣିବାକୁ ଚେଷ୍ଟା କରାଯାଉଛି ଏହି ଛାତ୍ର ବ୍ୟତୀତ ଆଉ କିଏ ଶିକାର ହୋଇଛନ୍ତି ନା ନାହିଁ ।

Have sex at home

ଡେଲିମେଲ୍‌ର ରିପୋର୍ଟ ମୁତାବକ,  ୧୭ ବର୍ଷିୟ ଛାତ୍ର ତଦନ୍ତକାରୀ ଟିମ୍‌କୁ ମହିଳା ଟିଚରଙ୍କ ସହ ସମ୍ୱନ୍ଧ ରଖିଥିବା ସ୍ପଷ୍ଟ କରିଛନ୍ତି ।  ଏହାସହ ସେ ଏହାବି କହିଛନ୍ତି କି ସେ ଏବି ଡିବ୍ସଙ୍କୁ ପ୍ରେମ କରୁଥିଲେ । ବର୍ତ୍ତମାନ ଏହି ଛାତ୍ରଙ୍କର ବ୍ୟକ୍ତିଗତ ସୁରକ୍ଷା ପାଇଁ ତାଙ୍କର ନାଁ  ପ୍ରକାଶ କରାଯାଇ ନାହିଁ ।