ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ରାଜଧାନୀରେ ଚାଞ୍ଚଲ୍ୟ, କର୍ପୋରେଟର ପଦ୍ମଜା ପ୍ରିୟଦର୍ଶିନୀଙ୍କ କାର୍ଯ୍ୟାଳୟ ଉପରକୁ ବୋମା ମାଡ଼

ଭୁବନେଶ୍ଵର, ୧୭/୦୫ : ରାଜଧାନୀରେ ଫୁଟିଲା ବୋମା। ୩୮ ନମ୍ବର ୱାର୍ଡ କର୍ପୋରେଟର ପଦ୍ମଜା ପ୍ରିୟଦର୍ଶିନୀଙ୍କ କାର୍ଯ୍ୟାଳୟ ଉପରକୁ ବୋମା ମାଡ଼ ହୋଇଛି। ବୋମା ମାଡ଼ରେ ଗୋଟିଏ ବାଇକ୍ ଏବଂ କାର୍ କ୍ଷତିଗ୍ରସ୍ତ ହୋଇଛି। 

ସୂଚନାନୁଯାୟୀ, ତିନିଜଣ ଦୁର୍ବୃତ୍ତ ଏକ ପଲ୍ସରରେ ଆସି ୩୮ ନମ୍ବର ୱାର୍ଡ କର୍ପୋରେଟର ପଦ୍ମଜା ପ୍ରିୟଦର୍ଶିନୀଙ୍କ କାର୍ଯ୍ୟାଳୟ ଉପରକୁ ବୋମା ଫିଙ୍ଗି ଚାଲିଯାଇଛନ୍ତି। ସିସିଟିଭିରେ ବୋମା ମାଡ଼ ବେଳର ଦୃଶ୍ୟ କଏଦ୍ ହୋଇଛି। ବୋମା ମାଡ଼ରେ ଗୋଟିଏ ବାଇକ୍ ଏବଂ କାର୍ କ୍ଷତିଗ୍ରସ୍ତ ହୋଇଛି। ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଥାନା ଅଧିକାରୀଙ୍କ ସ୍ଵତନ୍ତ୍ର ଟିମ୍ ଯାଞ୍ଚ୍ ସହ ବିଭିନ୍ନ ସ୍ଥାନରେ ଚଢାଉ କରୁଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.