PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଭଦ୍ରକ ଜିଲାର ୪ ବ୍ଲକର ୪୦ ପଞ୍ଚାୟତ ଜଳମଗ୍ନ, ଉଜୁଡି ଯାଇଛି ଚାଷ ଜମି


ଭଦ୍ରକ,୩୦ ।୫ ବୈତରଣୀରେ ବନ୍ୟା ଜଳ କମିଯାଇଥିଲେ ମଧ୍ୟ ଭଦ୍ରକ ଜିଳାର କେତେକ ପଞ୍ଚାୟତରେ ଏବେ ବି ଦୁର୍ଦ୍ଦଶା କମି ନାହିଁ । ଭଦ୍ରକ ଜିଲାର ୪ ବ୍ଲକର ୪୦ ପଞ୍ଚାୟତ ଜଳମଗ୍ନ ରହିଛି । ବିଶେଷ କରି ତଳିଆ ଅଞ୍ଚଳ ଭଣ୍ଡାରିପୋଖରୀ, ଧାମନଗର, ତିହିଡି, ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି ।

ଏବେ ବି ୪୦ ପଞ୍ଚାୟତର ୧୫୦ ଗାଁରେ ବନ୍ୟା ଜଳ ଛାଡିନି । ୩ ଦିନ ହେଲା ଅଧିକାଂଶ ଗ୍ରାମବାସୀ ଜଳବନ୍ଦୀ ହୋଇ ରହିଛନ୍ତି । ଚାଷଜମି ଉଜୁଡି ଯାଇଛି । ବହୁ ଫସଲ ନଷ୍ଟ ହୋଇଯାଇଛି । ଭଣ୍ଡାରିପୋଖରୀ ବ୍ଲକର ୯ ପଞ୍ଚାୟତ, ଧାମନଗର ବ୍ଲକର ୨୫ ପଞ୍ଚାୟତ, ଚାନ୍ଦାବାଲି ବ୍ଲକର ଆରଡି ଜୋନରେ ଥିବା ୪ ପଞ୍ଚାୟତର ବନ୍ୟା ଜଳ ମାଡି ଯାଇଛି । ତିହଡିର ୩ ପଞ୍ଚାୟତକୁ ମଧ୍ୟ ବନ୍ୟା ଜଳ ମାଡିଛି ।