କେନ୍ଦ୍ର କ୍ୟାବନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ସରକାରୀ କର୍ମଚାରୀଙ୍କୁ ୫% ମହଙ୍ଗ ଭତ୍ତା ବୃଦ୍ଧି

ନୂଆଦିଲ୍ଳୀ ୯/୧୦: ଦୀପାବଳୀ ପାଇଁ କେନ୍ଦ୍ରୀ କର୍ମଚାରୀଙ୍କୁ ପୂଜା ଭୋଟି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ ମିଳିଛି । ଏହାଦ୍ବାରା ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।

   ସମ୍ବନ୍ଧିତ ଖବର


ପଶ୍ଚିମବଙ୍ଗରେ ୧ ଜୁନରୁ ଖୋଲିବ ଧାର୍ମିକ ସ୍ଥଳ, ୮ରୁ ସବୁ କର୍ମଚାରୀ କାମକୁ ଫେରିବେ

ମୋଦି ସରକାରଙ୍କୁ ବିଶେଷଜ୍ଞଙ୍କ ପରାମର୍ଶ, ଖୋଲି ଦିଅନ୍ତୁ ଲକଡାଉନ୍, ବସ୍ ସ୍କୁଲ-କଲେଜ୍ ବନ୍ଦ ରହୁ

ପୁଣି କମିଲା ସୁନା ଦର

ସୋନୁ ପରେ ଏବେ ଅମିତାଭ ବଚ୍ଚନ ପ୍ରବାସୀ ଶ୍ରମିକଙ୍କୁ କରିବେ ସାହାଯ୍ୟ, ଆରମ୍ଭ କଲେ ବସ୍ ସେବା

‘ଯଦି କରୋନା ହୋଇଯାଏ ତେବେ…’, ଦିଲ୍ଲୀବାସୀଙ୍କୁ ସିଏମ୍ କେଜ୍ରିୱାଲ୍ କହିଲେ ଏହି ଗୁରୁତ୍ୱପୂର୍ଣ୍ଣ କଥା

ଏମିତି ନିର୍ଦ୍ଧାରିତ ହୋଇଥାଏ ସୁନା ଦାମ୍