ମଦ ଦୋକାନରୁ ୫୨ ହଜାର ଟଙ୍କାର ମଦ କିଣିଲେ ଯୁବକ

ବେଙ୍ଗାଲୁର- ମଦ ଦୋକାନ ଖୋଲୁ ଖୋଲୁ ଦୋକାନ ଆଗରେ ଲମ୍ବା ଧାଡି । ଆନ୍ଧ୍ର ଓ ତେଲେଙ୍ଗାନାରେ ମାଇଲ୍ ମାଇଲ୍‌ ଧରି ଲମ୍ବା ଲାଇନ୍‌ ଲାଗିଥିଲା । ଦେଶର କେତକ ଅଂଶକ ମହିଳାମାନେ ମଧ୍ୟ ମଦ ବୋହି ନେଉଥିବାର ଦୃଶ୍ୟ ଦେଖିବାକୁ ମିଳଥିଲା । ବେଙ୍ଗାଲୁରର ଟାଭେରକନ୍‌ ମନ୍‌ ରୋଡ୍‌ରେ ଥିବା ଭାଣ୍ଟିଲା ସ୍ପିରିଟିରୁ ଜଣେ ଯୁବକ ଏକାଥରକେ ୫୨,୮୪୧ ଟଙ୍କାର ମଦ କିଣି ପକାଇଛନ୍ତି। ଲକ୍‌ଡାଉନ୍‌ ପରେ ମଦ ଦୋକାନ ଖୋଲିବା ଯୋଗୁଁ ଏପରି ଅସମ୍ଭବ ଭିଡ ଦେଖିବାକୁ ମିଳିଛି ।

LIQUOR MADA 4

ଆନ୍ଧ୍ର ଓ ତେଲେଙ୍ଗାନାରେ ପ୍ରତ୍ୟକେ ମଦ ଦୋକନା ଆଗର ଅସମ୍ଭବ ଭିଡ ଦେଖିବା ପାଇଁ ମିଳିଥିଲା । ପୁଲିସବି ଏଥିପାଇଁ ନାକେଦମ୍‌ ହେବାପାଇଁ ପଡିଥିଲା ।

ଦେଶର କେତସ୍ଥାନରେ ସ୍ଥିତି ଏମିତି ଉପୁଜିଲା ଯେ ପୋଲିସ ଡାକିବାକୁ ପଡ଼ିଲା ଆଉ ମୁଦୁ ଲାଠି ଚାଳନା ମଧ୍ୟ କରିବାକୁ ପଡ଼ିଲା । ଦିଲ୍ଲୀରେ ମଦ କିଣିବାକୁ ଗହଳି ଅସମ୍ଭାଳ ହେବାରୁ ପୋଲିସ ଡକାଯାଇଥିଲା

ସୋମବାରରେ ସାରା ଦେଶରେ ମଦ ଦୋକାନ ଖୋଲିବା ପରେ ବିଭିନ୍ନ ସ୍ଥାନରେ ମଦ ଦୋକାନ ଆଗରେ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସେହିପରି ଦିଲ୍ଲୀରେ ମଦ ଦୋକାନ ଖୋଲିବା ପରେ ହଜାର ହଜାର ଲୋକ ମଦ କିଣିବା ପାଇଁ ଦୋକାନ ବାହାରେ ଗହଳି କରିଛନ୍ତି। ଦିଲ୍ଲୀର ମାଲବ୍ୟ ନଗର ଠାରେ ଥିବା ଏକ ମଦ ଦୋକାନରେ ଶତାଧିକ ଗ୍ରାହକ ରୁଣ୍ଡ ହେବାରୁ ଦୋକାନ ମାଲିକ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଡକାଇଥିଲେ।

   ସମ୍ବନ୍ଧିତ ଖବର


ଚୀନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ:ଭାରତ – ଆମେରିକାର ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଚୀନ୍‌ ଦେଉଛି ପରୋକ୍ଷ ଧମକ

ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ବାଦ ପଡ଼ିବା ପରେ ପ୍ରଶ୍ନ କଲେ ଗାଭାସ୍କର, କହିଲେ-ଯିଏ ନେଟ୍‌ ପ୍ରାକ୍ଟିସ୍‌ କରୁଛି…

ଲଦାଖ ନିର୍ବାଚନ: ୧୫ ଆସନରେ ବିଜେପିର ବିଜୟ , କଂଗ୍ରେସ ହାତରେ ୯…

ହୋଟେଲରେ ପ୍ରେମିକା ସହ ମଉଜ କରୁଥିବା ସମୟରେ ପହଞ୍ଚିଗଲେ ପତ୍ନୀ, ଆଉ ତା ପରେ…

ନିର୍ବାଚନ ରାଲିରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ – ନୀତୀଶ କୁମାରଙ୍କ ହେଲିକପ୍ଟରକୁ ଚପଲ ପିଙ୍ଗିବା ନେଇ ୩ ଗରିଫ

“କରୋନା ଗୋ… ଗୋ କରୋନା…” ଏମିତି ନାରା ଦେଇଥିବା ନେତା ଏବେ ହେଲେ କରୋନା ପଜିଟିଭ୍…