ନାଗପୁର: ବିଜେପି ରାଲିରେ ୫୨ଜଣଙ୍କ ଚାଲାଣ କଟିଗଲା

ନାଗପୁର ୧୯/୯: ନାଗପୁରରେ ଏକ ବାଇକ୍ ରାଲି ବାହାରିଥିଲା । ବିଜେପି ବାହାର କରିଥିଲା ଏହି ରାଲି । ଏଥିରେ ଅନେକ ଲୋକ ହେଲମେଟ୍ ପିନ୍ଧିନଥିଲେ । ସେମାନଙ୍କ ଚାଲାଣ କଟିଯାଇଛି ।

ଏହି ରାଲି ୧୮ ସେପ୍ଟେମ୍ବରରେ ହୋଇଥିଲା । ସମୁଦାୟ ୫୨ ଜଣଙ୍କର ଏଥିରେ ଚାଲାଣ କଟାଯାଇଛି । ହେଲମେଟ୍ ପିନ୍ଧିନଥିବା ଏବଂ ବାଇକରେ ୩ ଜଣ ୟାତ୍ରୀ ବସିବା ନେଇ ଚାଲାଣ କଟାଯାଇଥିଲା । ଏହି ରାଲି ବିଜେପି କାର୍ଯ୍ୟକାରୀ ଅଧ୍ଯକ୍ଷ ଜେପି ନଡ୍ଡାଙ୍କ ସ୍ୱାଗତରେ ଆୟୋଜିତ କରାଯାଇଥିଲା । ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ନେଇ ନଡ୍ଡା ଏଠାକୁ ଆସିଥିଲେ ।  ସେଠାରେ ବିଜେପି କର୍ମୀଙ୍କ ସହିତ ଆୟୋଜିତ ହୋଇଥିବା ଏକ ସଭାକୁ ସମ୍ବୋଧନ କାର୍ଯ୍ୟକ୍ରମ ଥିଲା ।

   ସମ୍ବନ୍ଧିତ ଖବର


ନିର୍ବାଚନ ଲଢିବାକୁ ଟିକେଟ୍ ନମିଳିବାରୁ ବ୍ୟବସାୟୀଙ୍କ ଆତ୍ମହତ୍ୟା, ସୁସାଇଡ୍ ନୋଟରେ ଲେଖିଲେ -୨ କୋଟି ଟଙ୍କା ମାଗୁଥିଲେ…

ମନ୍ତ୍ରୀ ହେବାପରେ ତେଜସ୍ବୀ ଯାଦବଙ୍କୁ ମିଳିଥିଲା ୪୨ ହଜାର ବିବାହ ପ୍ରସ୍ତାବ, ଝିଅମାନଙ୍କ ସ୍ବପ୍ନର ରାଜକୁମାର ଥିଲେ ତେଜସ୍ବୀ…

ଶ୍ରମିକ ଓ ଛୋଟ ଦୋକାନୀଙ୍କ ପାଇଁ ଖୁସି ଖବର, ସରକାର ଆଣୁଛନ୍ତି ଏହି ନୂଆ ଯୋଜନା

ଆଜି ତିର୍ତ୍ତୋଲରେ ରୋଡ୍‌ ସୋ’ କରିବେ ଧର୍ମେନ୍ଦ୍ର

ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ