PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁମୁଡିବନ୍ଧ: ଗାଈକୁ ବଞ୍ଚାଇଲା, ଛେଳି ପଲ ଉପରେ ଚଢିଗଲା ମାଲ୍ ବୋଝେଇ ଟ୍ରକ୍, ଓଲଟିବାରୁ କ୍ୟାବିନ୍‌ରେ ପଶିଗଲେ ଡ୍ରାଇଭର ଓ ହେଲ୍ପର୍
  • ||
  • ନରସିଂହପୁର: ଅଗ୍ନିକାଣ୍ଡରେ ଜଳିଗଲା ପାଞ୍ଚ ପରିବାରର ୫ ବଖରା ଘର, ପୋଡ଼ି ପାଉଁଶ ହୋଇଗଲା ଆସବାବପତ୍ର
  • ||
  • ଭୁବନେଶ୍ୱର: ଓଜେଇଇର ଏମ୍‌ବିବିଏସ୍, ବିଡ଼ିଏସ୍ କାଉନସେଲିଂ ସ୍ଥଗିତ
  • ||
  • ନୂଆଦିଲ୍ଲୀ: ଲୋକସଭାରେ ୩ କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ
  • ||
  • କେନ୍ଦୁଝର: କାନଝରୀ ଡ୍ୟାମରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଗତକାଲି ଗାଧୋଇଲା ବେଳେ ବୁଡି ଯାଇଥିଲେ…
  • ||
  • ରାୟଗଡ଼: ନିୟମଗିରି ପାହାଡର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର, ଡିସେମ୍ବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ
  • ||
  • ବ୍ରହ୍ମପୁର: ସପ୍ତାହେ ହେଲା ଶାଶୂ ଘର ଆଗରେ ତପସ୍ୱିନୀ: ସ୍ୱାମୀ ଘରକୁ ଯିବେ କି ନାହିଁ ଆଜି କୋର୍ଟରେ ଶୁଣାଣି
  • ||
  • ଯାଜପୁର: ପଦ୍ମଶ୍ରୀ ନନ୍ଦ ସାରଙ୍କୁ ହତ୍ୟା ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||
  • ଭୁବନେଶ୍ୱର : ୪/୫ରେ ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳ ଛୁଇଁପାରେ ସମ୍ଭାବ୍ୟ ବାତ୍ୟା, ୩ରୁ ପଡ଼ିବ ପ୍ରଭାବ,
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଏକକାଳୀନ ୩ଟି ସ୍ଥାନରେ ରେଡ୍‌, ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ଟଙ୍କା ଜବତ
  • ||
  • ପୁରୀ : ଦାରୁଦିଅଁଙ୍କ ପଇତାଲାଗି ନୀତି, ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ଭୋଗରାଇ : ବାବା ଚନ୍ଦନେଶ୍ଵରଙ୍କ ମନ୍ଦିର ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ଟି ଅସ୍ଥାୟୀ ଦୋକାନ
  • ||
  • ଯାଜପୁର : ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||

ଭାରତରେ ଆସନ୍ତାବର୍ଷ ଲଞ୍ଚ୍ ହୋଇପାରେ 5G ସେବା, ଜାଣନ୍ତୁ ୪ଜିଠୁ ହେବ କେତେ ଫାଷ୍ଟ

zeenews.india.com

ନୂଆଦିଲ୍ଲୀ ୧୦/୮: ଭାରତରେ ଖୁବ୍ ଶୀଘ୍ର ୫ଜି ସେବା ଆରମ୍ଭ ହୋଇପାରେ । ଏହା ଚଳିତ ବର୍ଷ ହିଁ ଆସିଯାଇଥାନ୍ତା କିନ୍ତୁ କରୋନା ଯୋଗୁଁ ଏଥିପାଇଁ ବର୍ଷେ ଅପେକ୍ଷା କରିବାକୁ ପଡିବ । ପ୍ରଥମେ ଭାରତରେ ୨ଜି ଓ ୩ଜି ସେବା ଚାଲୁଥିଲା କିନ୍ତୁ ପରେ ୪ଜିର ଆଗମନ ପରେ ଇଣ୍ଟରନେଟ୍ ସ୍ପିଡରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଛି । ଶସ୍ତା ଇଣ୍ଟରନେଟ୍ ମଧ୍ୟ ସେବେଠୁ ହିଁ ଆରମ୍ଭ ହୋଇଛି । ଦିନ ଥିଲା କେବଳ ୨ଜି ହିଁ ବ୍ୟବହାର ହେଉଥିଲା । କିନ୍ତୁ ଏବେ ୪ଜି ସ୍ପିଡ୍ ମଧ୍ୟ କମ୍ ଲାଗୁଛି । ସମସ୍ତେ ୫ଜିକୁ ଅପେକ୍ଷା କରି ରହିଛନ୍ତି । ତେବେ ୪ଜି ଓ ୫ଜି ମଧ୍ୟରେ ଫରକ କଣ ? ଆଜି ଆମେ ଆପଣଙ୍କୁ ଏନେଇ ଜଣାଇବୁ….

କ’ଣ 5G  ?
୫ଜିକୁ ଏକ ଇଣ୍ଡଷ୍ଟ୍ରୀ ଷ୍ଟାଣ୍ଡାର୍ଡ ରୂପେ ଦେଖାଯାଇହେବ ଯାହା ବର୍ତ୍ତମାନ ଚାଲୁଛି 4G LTE ଷ୍ଟାଣ୍ଡାର୍ଡରୁ କିଛି ଆଗୁଆ ଆମ ସାମ୍ନାକୁ ଆସିବ । ଯେମିତି କି ୩ଜି ସ୍ଥାନରେ ୪ଜି ନିଜ ସ୍ଥାନ ତିଆରି କରିଥିଲା ଠିକ୍ ସେମିତି ହିଁ ଏହା ପଞ୍ଚମ ପିଢୀ ଭାବେ ସାମ୍ନାକୁ ଆସିବ ।

ଷ୍ଟାଣ୍ଡାର୍ଡ ୪ଜି ଅଫର୍ ପ୍ରାୟ ୧୪ ଏମବିପିଏସ ଡାଉନଲୋଡ୍ ସ୍ପିଡ୍ ଦେଇଥାଏ ଯାହାକି ଏହା ପୂର୍ବରୁ ୩ଜି ନେଟୱର୍କ ତୁଳନାରେ ପ୍ରାୟ ୫ ଗୁଣା ଅଧିକ ତୀବ୍ର । ଅର୍ଥାତ୍ ୟୁଜର୍ସ ୩ଜି ନେଟୱର୍କ ତୁଳନାରେ ଘଣ୍ଟା ଘଣ୍ଟା ବଦଳରେ ମାତ୍ର କିଛି ମିନିଟରେ ଗିଗାବାଇଟ୍ ଡାଟା ଡାଉନଲୋଡ୍ କରିପାରିବ ।

ଡାଟା ଅପଲୋଡ୍ କରିବା ମଧ୍ୟ ଏଥିରେ ବହୁତ ଶୀଘ୍ର ହେବ । ଷ୍ଟାଣ୍ଡାର୍ଡ ୪ଜି ଅପଲୋଡ୍ ଗତି ପ୍ରାୟ ୮ ଏମବିପିଏସ ପର୍ଯ୍ୟନ୍ତ ହୋଇପାରେ ଯେଉଁଥିରେ ସ୍ପିଡ୍ ୫୦ ଏମବିପିଏସ୍ ପର୍ଯ୍ୟନ୍ତ ପହଞ୍ଚିଥାଏ । ଯଦିଓ ୩ଜି ପ୍ରାୟ ୦.୫ ଏମବିପିଏସ ପର୍ଯ୍ୟନ୍ତ ସୀମିତ ରହିଯାଏ । ଆପଣ ୫ଜିରେ କେବଳ ୩.୬ ସେକେଣ୍ଡରେ, ୪ଜିରେ ୬ ମିନିଟ୍ ବନାମ ୩ଜିରେ ୨୬ ଘଣ୍ଟାରେ ୨ ଘଣ୍ଟାର ଫିଲ୍ମ ଡାଉନଲୋଡ୍ କରିପାରିବେ । ଏହାର ଅର୍ଥ ୫ଜି ବର୍ତ୍ତମାନ ୪ଜି ଟେକନିକ୍ ତୁଳନାରେ ୧୦୦ ଗୁଣା ସ୍ପିଡ୍ ହେବ ।

ସମ୍ବନ୍ଧିତ ଖବର