PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଅଗଷ୍ଟ ୫ ସୁଦ୍ଧା ଫିଟିବ ସିନେମା ହଲ୍‌

ଭୁବନେଶ୍ୱର ୦୩/୦୮: ଆସନ୍ତା ୫ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ସିଙ୍ଗଲ୍‌ ସ୍କ୍ରିନ୍‌ ଓ ମଲ୍ଟି ସ୍କ୍ରିନ୍‌ଗୁଡ଼ିକ ଖୋଲିବ । ମହାରାଜା ହଲ୍‌ ପରିଚାଳକ ଲିଙ୍ଗରାଜ ପଣ୍ଡା କହିଛନ୍ତି, ୫ ତାରିଖରେ ଆମେ ହଲ୍‌ ଚଲାଇବାକୁ ପ୍ରସ୍ତୁତ ହେଉଛୁ । ଦର୍ଶକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତା’ପୂର୍ବରୁ ହଲ୍‌ ପରିସରକୁ ଭଲ ଭାବେ ସାନିଟାଇଜ୍‌ କରାଯିବ ।

ଅନ୍ୟପକ୍ଷରେ ମଲ୍ଟିସ୍କ୍ରିନ୍‌ଗୁଡ଼ିକ ଖୋଲିବା ନେଇ ମଙ୍ଗଳାବର ସନ୍ଧ୍ୟା ସୁଦ୍ଧା ଖବର ଆସିପାରେ ବୋଲି ଜଣେ ମଲ୍ଟିସ୍କ୍ରିନ୍‌ ୟୁନିଟ୍‌ ମ୍ୟାନେଜର କହିଛନ୍ତି। ସମସ୍ତେ କହିଛନ୍ତି, ହଲ୍‌ ଖୋଲିବା ନେଇ ଯେତିକି ଖୁସି ଲାଗୁଛି ତା’ପରବର୍ତ୍ତୀ ପରିଚାଳନା ଏବଂ ଫିଲ୍ମ ରିଲିଜ୍‌ ସେତିକି ଆହ୍ୱାନପୂର୍ଣ୍ଣ ରହୁଛି ।

ସମ୍ବନ୍ଧିତ ଖବର