‘ଗୋଲି ମାରୋ …’ ନାରା ଦେଇ ୬ ଗିରଫ : ରାଜୀବ ଚୌକରେ କିଛି ସମୟ ପାଇଁ ବଦଳିଯାଇଥିଲା ମାହୋଲ୍

ନୂଆଦିଲ୍ଲୀ : ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ପରେ ପରେ ଏବେ ପୁଣି ଏକ ହିଂସା ଉଦ୍ରେକକାରୀ ମାହୋଲ ଦିଲ୍ଲୀ ରାଜୀବ ଚୌକ୍‌ ମେଟ୍ରୋ ଷ୍ଟେସନରେ ସୃଷ୍ଟି ହୋଇଛି । ଷ୍ଟେସନରେ କିଛି ଯୁବକ ‘ଦେଶ୍‌ କେ ଗଦ୍ଦାର କୋ ଗୋଲି ମାରୋ … ’ ନାରା ଗିରଫ ହୋଇଛନ୍ତି । ଯାହାକି ସେଠାରେ ଏକ ଭିନ୍ନ ବାତାବରଣ ସୃଷ୍ଟି ହୋଇଛି। ଏହି ମାମଲାରେ  ପୁଲିସ୍‌ ୬ ଯୁବକଙ୍କୁ ଗିରଫ କରିଛି।

ଉକ୍ତ ଘଟଣାର ଏକ ଭିଡ଼ିଓ କ୍ଲିପ୍‌ ମଧ୍ୟ ସେୟାର କରାଯାଇଛି। ଯାହାକି ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି । ଭିଡ଼ିଓରେ ନଜର ଆସୁଛି  କିଛି ଯାତ୍ରୀ  ରାଜୀବ ଚୌକ ମେଟ୍ରୋ ଷ୍ଟେସନରେ  ସ୍ଲୋଗାନ ଦେଉଛନ୍ତି । ଏହି ଘଟଣାଟି ଆଜି ଷ୍ଟେସନରେ ପାଖାପାଖି ସମୟ ୧୦ଟା ୫୨ରେ ଘଟିଛି ।  DMRC / CISF ଷ୍ଟାପ୍‌ ତୁରନ୍ତ ସେହି ସ୍ଲୋଗାନ ଦେଉଥିବା ଯାତ୍ରୀଙ୍କୁ ଗିରଫ କରିନେଇଛନ୍ତି ଏବଂ ଦିଲ୍ଲୀ ମେଟ୍ରୋ  ରେଲ୍ ପୁଲିସ୍‌କୁ ହାଣ୍ଡଓଭର କରିଛନ୍ତି ।

ବର୍ତ୍ତମାନ ଏହି ଘଟଣାରେ ଗିରଫ ଯାତ୍ରୀଙ୍କୁ ପଚରାଉଚରା ଜାରି ରହିଛି ।

   ସମ୍ବନ୍ଧିତ ଖବର


ନାଗାଲାଣ୍ଡର ଏହି ଗାଁରେ ହୀରା ମିଳିବା ଖବର ପରେ ପାହାଡ ଖୋଳିଦେଲେ ଗ୍ରାମବାସୀ

‘ନିବାର’ ବାତ୍ୟା ଯୋଗୁ ବେଳାଭୂମିରେ ଜମା ହେଲା ସୁନା, କଥା ପ୍ରଚାର ହେବା ପରେ ସୁନାର ସନ୍ଧାନ ପାଇଁ ଲାଗିଲା ପ୍ରବଳ ଭିଡ଼

ଶାଳୀକୁ ନେଇ ଫେରାର ହେଲା ଭିଣୋଇ, ଧରା ପଡିବା ପରେ ବିଷ ପିଇଲେ ଯୁବତୀ

ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ