ବୈତରଣୀ ନଦୀରେ ବୁଡ଼ିଗଲା ୬ ହାଇଓ୍ବା, ପାଣି ବଢୁଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ

ଭଦ୍ରକ ୨୩।୫ : ବୈତରଣୀ ନଦୀରେ ବୁଡିଗଲା ୬ଟି ହାଇୱା । ପାଣି ବଢ଼ୁଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ । ସୂଚନା ଅନୁଯାୟୀ ଆଖୁଆପଦା ବାଲି ଖାଦାନରୁ ଏହି ହାଇୱା ଗୁଡିକ ବାଲି ନେଇଥାନ୍ତି ।

ନଦୀ ପଠା ଶୁଖିଲା ଥିବାରୁ ହାଇୱା ଗୁଡିକ ଖାଦାନ ଭିତରେ ରହିଥିଲେ । କିନ୍ତୁ ହଟାତ ବୈତରଣୀ ନଦୀ ର ପାଣି ବଢ଼ିଯିବାରୁ ଗାଡି ଗୁଡିକ ବୁଡିଯାଇଛି । 

ସୌଭାଗ୍ୟବଶତଃ ଡ୍ରାଇଭର ମାନେ ଜୀବନ ବିକଳରେ ଗାଡି ଗୁଡିକ ଛାଡି ଦୌଡ଼ି ବାହାରି ଆସିଥିଲେ । ବାତ୍ୟା ପ୍ରଭାବରେ ନଦୀ ର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିଲା । ସେହି ବର୍ଷା ପାଣି  ଗଡି ଆଖୁଆପଦାରେ ପହଞ୍ଚି ବାକୁ ସମୟ ଲାଗିଥାଏ । ସେହି ବର୍ଷା ପାଣି ବଢ଼ି ଥିବାରୁ ନଦୀର ଜଳସ୍ତର ବଢ଼ିବାରେ ଲାଗିଥିବା ଅନୁମାନ କରାଯାଉଛି ।

   ସମ୍ବନ୍ଧିତ ଖବର


ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ

ବାଇକ ଆରୋହୀଙ୍କ ଉପରେ ଚଢିଗଲା ହାଇଓ୍ୱା ଟ୍ରକ, ଘଟଣାସ୍ଥଳରେ ଚାଲିଗଲା ଜୀବନ

ଭଦ୍ରକ: ୩୨ ଲିଟର ଜିଞ୍ଜର ସହ ଦେଶୀ ରନ୍ଧା ମଦ ଜବତ, ୮ ଗିରଫ

ଫେସବୁକ୍‌ରେ ପ୍ରେମ ନିବେଦନ ପଡ଼ିଲା ମହଙ୍ଗା : ବିଚ୍‌ ରାସ୍ତାରେ ଯୁବକଙ୍କୁ ଘୋଷାରି ଘୋଷାରି ବାଡ଼େଇଲେ ବିବାହିତା ମହିଳା

ନୂଆ ମଦ ଦୋକାନକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଦାବିପତ୍ର…

ଭଦ୍ରକ: ୬୪୦ ଲିଟର ଦେଶୀ ରନ୍ଧା ମଦ ଜବତ, ୬ ଗିରଫ