ଖୁଦୁରୁକୁଣୀ ପୂଜାରେ ଘଟିଲା ଅଘଟଣ: ପୋଖରୀରେ ବୁଡିଗଲେ ୬ ନାବାଳିକା

ଜଗତସିଂହପୁର ୮।୯:  ଜଗତସିଂହପୁର ଜିଲ୍ଲା ସଦର ଥାନା ପାଟଣୀ ଗାଁରେ ଖୁଦୁରୁକୁଣୀ ପୂଜା କରୁଥିବା ବେଳେ ପୋଖରୀରେ ବୁଡି ଯାଇ ୬ ଜଣ ନାବାଳିକା ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ଗୁରୁତର ଅଛନ୍ତି ବୋଲି ଖବର ମିଳିଛି । ସମସ୍ତଙ୍କୁ ମଣ୍ଡା ସାହି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ସକାଳୁ ସକାଳୁ ପୋଖରୀ ମୂଳେ ପୂଜା କରିବାକୁ ଯାଇଥିବାବେଳେ ଜଣଙ୍କର ଗୋଡ଼ ଖସି ଯାଇଥିଲା । ଫଳରେ ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୫ ଜଣ ମଧ୍ୟ ବୁଡି ଯାଇଥିଲେ । ପାଟି ଶୁଣି ଗ୍ରାମବାସୀମାନେ ଆସି ସମସ୍ତଙ୍କୁ ଉଦ୍ଧାର କରିଥିଲେ ।

   ସମ୍ବନ୍ଧିତ ଖବର


ବ୍ଲାକରୋଜ ଜାହାଜରେ ପିଟିହୋଇ ବୁଡିଗଲା ମାଛଧରା ଟ୍ରଲର: ୫ ଜଣ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ

‘ଦାଦାବଟିକୁ ନା’ ଅଭିଯାନ: ଦାଦାବଟି ମାଗି ବନ୍ଧା ହେଲେ ୬ ସାମ୍ବାଦିକ, ୩୧ ହଜାର ଟଙ୍କା ଜବତ

ସ୍ଵାଭିମାନ ଅଞ୍ଚଳରେ କମ୍ବିଂ ଅପରେଶନ ବେଳେ ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଉଦ୍ଧାର

ଉଦୟଗିରିରୁ ୭ ଫୁଟର ଅଜଗର ଉଦ୍ଧାର

ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ୍, ସିବିଆଇ କୋର୍ଟ ଦେଇଥିଲେ ୩ ବର୍ଷର ଜେଲ ଦଣ୍ଡାଦେଶ

ମଦ କାଉଣ୍ଟର ପରିସରରେ ଦୁଇ ଜଣ ଚାଷୀଙ୍କୁ ପଥର ଓ ବାଡ଼ିରେ ଆକ୍ରମଣ କଲେ ମଦ୍ୟପ: ଚାଷୀ ଗୁରୁତର, ୪ ଯୁବକ ଅଟକ