PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ବ୍ରେନ୍‌ କାର୍ଯ୍ୟରେ ଖରାପ ପ୍ରଭାବ ପକାଇବାରେ ଏହି ୬ଟି ଖାଦ୍ୟ …ଏହାକୁ ଖାଇବା କମ୍‌ କରନ୍ତୁ

ନୂଆଦିଲ୍ଲୀ – ମଣିଷ ଯେତେବେଳେ ନିଜର ଖାଦ୍ୟ-ପାନୀୟରେ ଭୁଲ୍‌ ଜିନିଷକୁ ସାମିଲ କରେ ତ ଏଥିରେ  ଡୋପାମାଇନ୍‌ ଓ ସେରୋଟୋନିନ ଭଳି ନ୍ୟୁରୋଟ୍ରାନ୍ସମିଟର୍ସର ବାଲାନ୍ସ ପ୍ରଭାବିତ ହୋଇଥାଏ ।  ଏକ ଅଧ୍ୟୟନ ମୁତାବିକ୍‌ , ହାଇ ସୁଗାର ଓ ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ଯୁକ୍ତ ଡାଇଟ୍‌ ଆମର ହିପ୍ପୋକ୍ୟାମ୍ପସ( ଏକ ଜଟିଳ ବ୍ରେନ୍‌ ଷ୍ଟ୍ରକଚର ) ବିହେଭିୟରକୁ ବଦଳାଇ ଥାଏ । ଏଥିପାଇଁ ଡାକ୍ତରମାନେ ମସ୍ତିଷ୍କ ସହ ଜଡ଼ିତ  ସମସ୍ୟାକୁ ଟ୍ରିଗର କରିଥିବା ଜିନିଷରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥାନ୍ତି ।

କେକ୍‌ ବା କୁକିଜ୍‌ – କେକ୍‌ , କୁକିଜ୍‌ , କ୍ରେକର ଓ କୋଲ୍ଡ  ଡ୍ରିଙ୍କସ ଭଳି ହାଇ ସୁଗାର ଫୁଡ୍‌ ଆମର ମସ୍ତିଷ୍କର ୱେଷ୍ଟଲାଇନ୍‌ ପାଇଁ ବହୁତ ବିପଦପୂର୍ଣ୍ଣ ହୋଇପାରେ ।ଏଥିପାଇଁ  ବିଶେଷଜ୍ଞ ପ୍ରୋସେସ୍ଡ ଫୁଡ୍‌ (Processed Food)ରେ ଥିବା ରିଫାଇଣ୍ଡ ସୁଗାରକୁ ବିଶେଷ ରୂପେ କମ୍ କରିବାକୁ ପରାମର୍ଶ ଦିଅନ୍ତି । ଏହିସବୁ ଖାଦ୍ୟ ସ୍ଥାନରେ ଯଦି ଆପଣ ସ୍ୱାସ୍ଥ୍ୟକର ଫଳ ସେବନ କରନ୍ତି ତ ବହୁତ ଭଲ ହେବ ।

ଅଧିକ ଲୁଣ ଥିବା ଡାଇଟ୍‌ – ଚିପ୍ସ , ପିଜା , କ୍ୟାନ୍‌ ସୁପ୍‌ ଓ ପ୍ରୋସେସ୍‌ଡ ମିଟ୍‌ରେ ସୋଡିୟମର ମାତ୍ରା ବହୁତ ଅଧିକ ଥାଏ , ଯାହା  ମସ୍ତିଷ୍କର କୋଶିକାଗୁଡ଼ିକରେ ଥିବା ଟାଉ ପ୍ରୋଟିନ୍‌ର ସ୍ତରକୁ ଅସ୍ଥିର କରିପାରେ । ଟାଉ ପ୍ରୋଟିନ୍‌ର ସ୍ତର ବୃଦ୍ଧି ଡେମନ୍ସିଆର ରୋଗୀକୁ ବୃଦ୍ଧି କରିଥାଏ । ଏଥିପାଇଁ ଡାକ୍ତର ଅଧିକ ଲୁଣ ବଦଳରେ ସ୍ପାଇସ୍‌  ବା ସିଜଲନ ଫୁଡ୍‌ ଖାଇବାକୁ ପରାମର୍ଶ ଦେଇଥାନ୍ତି ।  

ପ୍ରୋସେସ୍ଡ ମିଟ୍‌ – ଅଲଜାଇମରର ବିପଦରୁ ରକ୍ଷା ପାଇବା ପାଇଁ ବିଶେଷଜ୍ଞ ପ୍ରୋସେସ୍ଡ ମିଟ୍‌ ସହ ଅନେକ ଇନଫ୍ଲେମେଟରୀ ଫୁଡ୍‌ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥାନ୍ତି । ପ୍ରୋସେସ୍‌ଡ ମିଟ୍‌ କେମିକଲ , ଅତ୍ୟଧିକ ଲୁଣ , ସ୍ମୋକ , ଡ୍ରାଇ ଓ କ୍ୟାନିଂ ଭଳି ଅନେକ ପ୍ରକ୍ରିୟା ହେବା ପରେ ପ୍ରସ୍ତୁତ ହୋଇଥାଏ ।

ଆଲକହଲ – ବିଶେଷଜ୍ଞଙ୍କ କହିବା ହେଲା କି ମଦରେ ଥିବା ଆଲକହଲର ବହୁତ ଅଧିକ ସେବନ ନ୍ୟୁରୋଟ୍ରାନ୍ସମିଟରର ବାଲାନ୍ସକୁ ପ୍ରଭାବିତ କରିପାରେ ଏବଂ ଆମର ମସ୍ତିଷ୍କ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇ ପାରେ ।

ହ୍ୱାଇଟ୍‌ ବ୍ରେଡ୍‌ ବା ରାଇସ୍‌ – ରିସର୍ଚ୍ଚ ମୁତାବିକ୍‌ , ହ୍ୱାଇଟ୍‌ ବ୍ରେଡ୍‌ ବା ସଫା ରାଇସ୍‌ର ଅଧିକ ସେବନ ସେହି ଲୋକଙ୍କ ପାଇଁ ଅଲଜାଇମର( ସ୍ମୃତି ଶକ୍ତି ଓ ଚିନ୍ତା ଶକ୍ତି ହ୍ରାସ କରିବା ରୋଗ) ସମସ୍ୟା  ସୃଷ୍ଟି କରିପାରେ , ଯିଏ ଅନୁବଂଶିକ ରୂପେ ଏହା ପ୍ରତି ସମ୍ୱେଦନଶୀଳ  ଥାଆନ୍ତି । ସେମାନଙ୍କୁ ଅଧିକ ଖାଇବାରୁ ନିବୃତ ରହିବା ଉଚିତ୍‌ ।