ଜାରିଙ୍ଗ ଜଙ୍ଗଲରେ ଗଣଦୁଷ୍କର୍ମ ଘଟଣା: ୭ ଗିରଫ, ୨ ଫେରାର

କଳାହାଣ୍ଡି ୨୫।୯: କଳାହାଣ୍ଡି ଜାରିଙ୍ଗ ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ୭ଜଣଙ୍କୁ ଗିରଫ କରିଛି ପୋଲିସ । ଗଣଦୁଷ୍କର୍ମ ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଭିଡିଓ ଭାଇରାଲ୍ କରିବା ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି । ଗଣଦୁଷ୍କର୍ମ ଘଟଣାରେ ୬ଜଣଙ୍କ ସଂପୃକ୍ତି ଥିବା ପୋଲିସ କହୁଥିବା ବେଳେ ୨ଜଣ ଫେରାର ଅଛନ୍ତି । ସେମାନଙ୍କୁ ପୋଲିସ ଅତିଶୀଘ୍ର ଗିରଫ କରିବ ବୋଲି କଳାହାଣ୍ଡି ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ସୂଚନା ଦେଇଛନ୍ତି ।

ଗତ ୩ଦିନ ହେଲା ଏହି ୭ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଥିଲା। ଗତକାଲି ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରାଙ୍କ ନେତୃତ୍ବରେ ୩ ଜଣିଆ ଟିମ୍ ପୀଡିତାଙ୍କୁ ଭେଟି ଆଲୋଚନା କରିଥିଲେ। ମାମଲା ନେଇ ଜୁନାଗଡ ପୋଲିସ ସହ ମଧ୍ୟ ଆଲୋଚନା କରିଥିଲେ।

   ସମ୍ବନ୍ଧିତ ଖବର


ବାର୍‌ହା ମାଂସ ଜବତ ସହ ଶିକାରୀ ଗିରଫ

ହାତୀ କାବୁ କରିବାକୁ ଯାଇ ଶିକାରୀ କାବୁ

ଦମ୍ପତିଙ୍କଠାରୁ ୨୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ରାସ୍ତା ତଳକୁ ଖସିଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଭଦ୍ରକ: ୩୨ ଲିଟର ଜିଞ୍ଜର ସହ ଦେଶୀ ରନ୍ଧା ମଦ ଜବତ, ୮ ଗିରଫ

ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…