PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଗୁଣୁପୁର ବସ୍‌ଷ୍ଟାଣ୍ଡରୁ ଉଦ୍ଧାର ହେଲ ୭ ଜଣ ଦାଦନ ଶ୍ରମିକ

ଗୁଣୁପୁର- ଗୁଣୁପୁର ବସ୍‌ଷ୍ଟାଣ୍ଡରୁ ୭ ଜଣ ଦାଦନ ଶ୍ରମିକଙ୍କୁ ଜିଲ୍ଲା ଶ୍ରମ ଅଧିକାରୀ ଉଦ୍ଧାର କରିଛନ୍ତ । ଏମାନେ ପ୍ରଥମେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଏବଂ ସେଠାରୁ ବେଙ୍ଗାରୁର ଯିବା ପାଇଁ ଯୋଜନା କରିଥିଲେ । ତେବେ ଏମାନଙ୍କ ସହ କୌଣସି ଦଲାଲ୍‌ ଥିଲେ କି ନାହିଁ ସେ ବିଷୟରେ ଜଣା ପଡି ନାହିଁ ।

ଏହି ଶ୍ରମିକମାନେ କଲ୍ୟାଣସିଂହପୁରର ଗୁଣୁପୁର ଆସିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ସ୍ୱାତୀଲଗ୍ନା ପାତ୍ର ଏ ବିଷୟରେ ସୂଚନା ପାଇବା ପରେ ସେମାନଙ୍କୁ ସହ ପରାମର୍ଶ କରି ସେମାନଙ୍କ ଘରକୁ ପଠାଇଥିଲେ । ଏମାନେ ସମସ୍ତ ସାବାଳକ ଥିବା ଜଣା ପଡିଛି ।