ରାଜ୍ୟରେ ୭ କରୋନା ପଜିଟିଭ୍ ଚିହ୍ନଟ୍, ୬୮ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର ୨୦/୪: ରାଜ୍ୟରେ ଆଜି ଆଉ ୭ କରୋନା ପଜିଟିଭ ଚିହ୍ନଟ୍ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ ଓ ପରିବାର କଲ୍ୟାଣ ବିଭାଗର ଓ୍ବେସାଇଟ୍ ଏହାର ସୂଚନା ଦିଆଯାଇଛି। ବର୍ତ୍ତମାନ ରାଜ୍ୟରେ କରୋନା ପଜିଟିଭିଙ୍କ ସଂଖ୍ୟା ୬୮ଟିକୁ ପହଞ୍ଚିଛି। ରବିବାର ଠାରୁ ଭୁବନେଶ୍ବରେ ରାପିଡ୍ ଟେଷ୍ଟ ଆରମ୍ଭ ହୋଇଛି। ଶନିବାର ଦିନ ୮୩୮ଟା ନମୁନା ସଂଗ୍ରହ କରାଯାଇଥିବା ବେଳେ ରବିବାର ଦିନ୧୨୦୯ ନମୁନା ପରୀକ୍ଷା କରାଯାଇଥିଲା

ସୂଚନା ମୁତାବିକ, ରାଜ୍ୟରେ ଆଜି ପର୍ଯ୍ୟନ୍ତ ୧୦୬୪୧ଜଣଙ୍କ କରେନା ଟେଷ୍ଟ ହୋଇଥିବା ବେଳେ ସେଥିରୁ ୧୦୫୬୩ ନେଗେଟିଭ୍ ହୋଥିଲେ। ଏବେ ରାଜ୍ୟ ମୋଟ୍ ୬୮ଜଣ କରୋନା ପଜିଟିଭ୍ ଚିହ୍ନଟ୍ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୩ଜଣ ଚିକିତ୍ସା ଜାରି ରହିଥିବା ବେଳେ ୨୪ ସୁସ୍ଥ ହୋଇସାରିଛନ୍ତି । ତେବେ ରାଜ୍ୟରେ କରୋନାରେ କେବଳ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

ବାଲେଶ୍ବରରେ ନବୀନଙ୍କ ଡିଜିଟାଲ ରାଲି, କହିଲେ- କରୋନା ଦୂର ହେଲେ ଆପଣମାନଙ୍କ ପାଖକୁ ଆସିବି

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ଅନନ୍ୟ ଆରମ୍ଭ, ଆଗ୍ରହୀ ପ୍ରତିଭାକୁ ସୁଯୋଗ ଦେବ ନ୍ୟୁଜ 7: ଆସନ୍ତା ୩୦ ତାରିଖରୁ ଆରମ୍ଭ ହେଉଛି ନ୍ୟୁଜ୍ 7 କ୍ଷୁଦ୍ର ଚଳଚ୍ଚିତ୍ର ୨୦୨୦ ମହୋତ୍ସବ

ଚଳିତ ବର୍ଷ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ନାଗାର୍ଜୁନ ବେଶ ଦର୍ଶନ- କୋଭିଡ୍‌ କଟକଣା ଯୋଗୁଁ ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ନିଷ୍ପତ୍ତି

ବିସିଜି ଟିକା କରୋନା ବିରୋଧରେ ଲଢିପାରିବ – ଏଭଳି ସୂଚନା ଦେଲେ ICMR ର ବୈଜ୍ଞାନିକ