PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଶରଣାର୍ଥୀ ଡଙ୍ଗା ବୁଡ଼ି ଗଲା : ୭୦ ଉଦ୍ଧାର, ୭ଜଣଙ୍କୁ ବଞ୍ଚାଇ ପାରିଲାନି ମରକ୍କୋ ନୌସେନା

ମରକ୍କୋର ଗୋଟିଏ ତଟରକ୍ଷକ ପୋତ ଭୁମଧ୍ୟସାଗରରେ ବୁଡ଼ି ରହିଥିବା ଏକ ନୌକାରୁ ଗତକାଲି ୭ଜଣଙ୍କ ଶବ ଜବତ କରାଯାଇଥିବାବେଳେ ୭୦ଶରଣାର୍ଥୀଙ୍କୁ ସୁରକ୍ଷିତ ବାହାରକୁ ବାହାର କରାଯାଇଛି।

ମରକ୍କୋର ଜଣେ ସୈନ୍ୟ ଅଧିକାରୀଙ୍କ କହିବାନୁସାରେ ଉଦ୍ଧାର କରାଯାଇଥିବା ଲୋକଙ୍କ ମଧ୍ୟରେ ୧୦ଜଣ ମହିଳା ଏବଂ ଜଣେ ଶିଶୁ ସାମିଲା ଥିଲା। ସେମାନଙ୍କ ଅବସ୍ଥା ଶୋଚନୀୟ ରହିଛି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ଉତ୍ତର ମରକ୍କୋର ନାଦୋରକୁ ପଠାଯାଇଛି।

ସୂଚନାଯୋଗ୍ୟ ​‌ଯେ, ମୃତ୍ୟୁବରଣ କରିଥିବା ୭ଜଣଙ୍କ ମଧ୍ୟରୁ ୩ଜଣ ମହିଳା। ସ୍ପେନର ଏନଜିଓ କାମିନେଡୋ ଫ୍ରନଣ୍ଟିରାସ ଅନୁସାରେ ପାଖାପାଖି ୧୦୦ଜଣ ଶରଣାର୍ଥୀଙ୍କୁ ସ୍ପେନ୍ ନେଇଯାଉଥିବା ନୌକା ରାତିରେ ବୁଡ଼ି ଯାଇଥିଲା। ୨୪ଜଣ ଶରଣାର୍ଥୀ ଏଯାଏଁ ନିଖୋଜ ଅଛନ୍ତି ବୋଲି ଖବର ମିଳିଛି।

ସମ୍ବନ୍ଧିତ ଖବର