ଟୋଲ ଫ୍ରି ନମ୍ବରକୁ ୮ ଦିନ ଭିତରେ ୨୪ହଜାର ଥର ଫୋନ୍ କଲ୍, ଗିରଫ ହେଲେ ୭୧ ବର୍ଷର ବୃଦ୍ଧ

ଟୋକିଓ,୩।୧୨: ଜାପାନର ଜଣେ ବ୍ୟକ୍ତି ଏକ ଟୋଲ ଫ୍ରି ନମ୍ବରକୁ ୨୪ ହଜାର ଥର ଫୋନ୍ କରିବା ମାମଲାରେ ଗିରଫ କରାଯାଇଛି। ଏହି ମାମଲା ଗତ କିଛି ସପ୍ତାହର ବୋଲି ଜଣାପଡିଛି। ପୋଲିସର କହିବା ଅନୁସାରେ, ୭୧ ବର୍ଷର ଏହି ବ୍ୟକ୍ତିଙ୍କ ବିରୋଧରେ କମ୍ପାନୀ ଚୁକ୍ତିର ଉଲଂଘନ କରିବାର ଅଭିଯୋଗ ରହିଛି।

ପୋଲିସର କହିବା ଅନୁସାରେ,ଆକାତୋଶି ଅକାମୋତେ ନାମକ ଏହି ବ୍ୟକ୍ତି ଜଣକ ପବ୍ଳିକ ପେ ଫୋନରୁ ଦେଶର ବଡ ଟେଲିକମ୍ କମ୍ପାନୀର କଷ୍ଟମର କେୟାର ୮ ଦିନ ହେବ ୨୪ ହଜାର ଥର ଫୋନ କରାଯାଇଛି। ଏହି ସମୟରେ କଷ୍ଟମର କେୟାର ପ୍ରତିନିଧିଙ୍କୁ ଖୁବ୍ ଖରାପ ବ୍ୟବହାର କରିଥିଲେ ଓ ତାଙ୍କ ସହିତ ଖୁବ୍ ଖରାପ ଭାବରେ କଥାବାର୍ତ୍ତା କରିଥିଲେ।

ଉଲ୍ଲେଖନୀୟ ଯେ, ଜାପାନରେ ବୟସ୍କ ଲୋକଙ୍କ ସଂଖ୍ୟା ଖୁବ୍ ଅଧିକ, ଯାହାଫଳରେ ସାମାଜିକ୍ ସମସ୍ୟା ଦେଖିବାକୁ ମିଳୁଛି। ବୟସ୍କଙ୍କ କାରଣରୁ ସଡକ ଦୁର୍ଘଟଣା ଖୁବ୍ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହାଛଡା, ରେଲଓ୍ବେ ଅପରେଟର ମଧ୍ୟ ବୟସ୍କ ଯାତ୍ରୀଙ୍କ ଦ୍ବାରା ଅଭିଯୋଗ କରାଯାଇଥାଏ।

   ସମ୍ବନ୍ଧିତ ଖବର


ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କୁ ଫାଇନାଲ୍‌ ପରୀକ୍ଷା କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଲେ ଅନୁମତି

ସ୍ତ୍ରୀ ରାଜନୀତିରେ , ପୁଅ ଇଂଲଣ୍ଡରେ ପଢୁଛନ୍ତି MBBS: ୮ଜଣ ପୁଲିସଙ୍କୁ ମାରି ବାପା ଫେରାର୍

କରୋନା ପଜିଟିଭ ଜଣାପଡିବା ପରେ ହସ୍ପିଟାଲର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ସାମ୍ବାଦିକ

Mylan ଭାରତରେ ଲଞ୍ଚ କଲା କୋଭିଡ୍-୧୯ର ଔଷଧ, ଜାଣନ୍ତୁ କେତେ ରହିଛି ଏହାର ଦାମ୍

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ, ଟୁଇଟରରେ ଟ୍ରେଣ୍ଡ କଲା #PMModiCBIForSSR

ସୁଶାନ୍ତ ସିଂ ମାମଲା : ବାନ୍ଦ୍ରା ପୋଲିସ ଷ୍ଟେସନରେ ସଞ୍ଜୟ ଲୀଲା ଭନ୍‌ସାଲୀ, ଚାଲିଛି ପଚରାଉଚରା