ଚୌଦ୍ୱାର କଜଳକଣାଠାରେ ଓଲଟିଲା କେମିକାଲ ଟ୍ଯାଙ୍କର

ଚୌଦ୍ୱାର ୧୮/୭:  କଜଳକଣାଠାରେ ଓଲଟିଲା କେମିକାଲ ଟ୍ଯାଙ୍କର । କେମିକାଲ୍ ଟ୍ୟାଙ୍କରଟି ଓଲଟିବା ଫଳରେ ରାସ୍ତାରେ କଡରେ ପ୍ରାୟ ୧ ଲିଟର କେମିକାଲ୍ ଜମି ରହିଛି । ତେବେ ଏଥିରେ କାହର କିଛି କ୍ଷତି ହୋଇନି । ଏକ ଭୟଙ୍କର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ଲୋକେ ।

ଟାଙ୍କରର ଡ୍ରାଇଭର ଜଣକ ରାଜସ୍ଥାନର । ସେ କହିଛନ୍ତି ଯେ ରାତିରେ ସେ ଗାଡି ଚଳାଇ ଆସୁଥିବା ସମୟରେ ପୋଲିସ ଟର୍ଚ୍ଚ ଲାଇଟ୍ ମାରିଥିଲା । ଟର୍ଚ୍ଚ ଲାଇଟ୍ ତାଙ୍କ ଆଖିରେ ପଡିବାରୁ ସେ ବ୍ରେକ୍ ମାରିଥିଲେ । ମାତ୍ର ଏଥିରେେ ଟ୍ୟାଙ୍କରଟି ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା । ଫଳରେ ଗାଡିରୁ କେମିକାଲ୍ ଢାଳି ହୋଇଯାଇଥିଲା ।  ତେବେ ଏଥିରୁ ଜଣା ପଡୁଛି ଗାଡିଟି ଗତକାଲି ରାତିରୁ ଓଲଟି ପଡିରହିଛି ।

   ସମ୍ବନ୍ଧିତ ଖବର


ନକଲି ଜର୍ଦ୍ଦା କମ୍ପାନୀରେ ଚଢଉ, ଲକ୍ଷାଧିକ ଟଙ୍କାର ଜର୍ଦ୍ଦା ସହ ପ୍ୟାକିଂ ମେସିନ ଜବତ

ହଜିଗଲା ମାନବିକତା: ଖାଦ୍ୟରେ ବିଷ ଦେଇ ୪୦ରୁ ଅଧିକ କୁକୁରକୁ ମାରିଦେ,୨ ସନ୍ଦିଗ୍ଧ ଯୁବକ ନାଁ ମାମଲା

ବିନୋଦଙ୍କ ଶରୀରକୁ ୬ ଖଣ୍ଡ କରି ଦେଇଥିଲେ ଦୁର୍ବୃତ୍ତ ! ଅପହରଣର ୨୫ ଦିନ ପରେ ନଦୀ ପଠାରୁ ମିଳିଲା ମୃତଦେବ , ଚିହ୍ନିଲେ ପରିବାର ଲୋକ

ଯୁବକଙ୍କ ଉନ୍ମତ୍ତ କାଣ୍ଡ : ହାଇଓ୍ବେରେ ଠିଆ ହୋଇଥିବା ହାଇଓ୍ବା ଟ୍ରକ୍‌ ଜାଳିଦେଲେ

କଟକରେ ୪୯ ଯବାନ କରୋନା ପଜିଟିଭ !

୩୦ ବର୍ଷୀୟ ପୁଅକୁ ମାରି ପୋତି ଦେଲା ନୃସଂସ ବାପା, ହତ୍ୟାକାଣ୍ଡର ୭ ଦିନ ପରେ ଖୋଲିଲା ଗୁମର