PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ସେନା ଅଫିସରଙ୍କୁ ସାଲ୍ୟୁଟ୍ କଲା କୁକୁର, ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ

ଶ୍ରୀନଗର, ୨୨|୧୨:  ସୋସିଆଲ ମିଡିଆରେ ଏକ ଫଚୋ ଭାଇରାଲ ହେବାରେ ଲାଗିଛି। ଯାହା ଆପଣଙ୍କ ହୃଦୟକୁ ଛୁଇଁଲା ପରି ହୋଇଛି। ଏହି ଭିଡିଓକୁ ଆପଣ ବାରମ୍ବାର ଦେଖିବା ସହ ସେୟାର କରିବାକୁ ମଧ୍ୟ ପସନ୍ଦ କରିବେ। ତେବେ ଫେସବୁକ ଓ ଟ୍ୱିଟରରେ ଏକ କୁକୁରର ଫଟୋ ଭାଇରାଲ ହୋଇଛି। ଏହାକୁ ୧୫ କୋର୍ କମାଣ୍ଡର ଲେଫ୍ଟନାଣ୍ଟ୍ ଜେନେରାଲ କେଜିଏସ ଢିଲେ ସେୟାର କରିଛନ୍ତି।

ଏହି ଫଟୋରେ ଚିନାର୍ କାର୍ପସ୍ କମାଣ୍ଡରଙ୍କୁ କୁକୁରଟି ସାଲ୍ୟୁଟ କରୁଛି। ସେନାର ଅଧିକାରୀଙ୍କ କହିବା ମୁତାବକ., ଏହି ଫଟୋ ଜୁଲାଇ ୧ ତାରିଖରେ ଅମରାନାଥ ଯାତ୍ରାର ପ୍ରଥମ ଦିନରେ ଉଠାଯାଇଥିଲା। ଯେତେବେଳେ ଲେଫ୍ଟନାଣ୍ଟ ଜେନେରାଲ ଦର୍ଶନ କରିବାକୁ ପବିତ୍ର ଗୁମ୍ଫାକୁ ଯାଉଥିଲେ, ସେଠାରୁ ୫୦ ମିଟର ଦୂରରେ ଏକ କୁକୁର ମଧ୍ୟ ରହିଥିଲା। ସେନାର ଏହି କୁକୁରଟି ଲେଫ୍ଟନାଣ୍ଟଙ୍କୁ ଦେଖି ସାଲ୍ୟୁଟ୍ କରିଥିଲା।

ଭାରତୀୟ ସେନାର ପରମ୍ପରା ଅନୁଯାୟୀ, ଯଦି କେହି ଆପଣଙ୍କୁ ସାଲ୍ୟୁଟ୍ କରେ ତେବେ ଆପଣ ମଧ୍ୟ ତାଙ୍କୁ ସାଲ୍ୟୁଟ୍ କରିବେ। ଏହାପରେ ଲେଫ୍ଟନାଣ୍ଟ ଜେନେରାଲ ମଧ୍ୟ କୁକୁରକୁ ସାଲ୍ୟୁଟ୍ କରିଥିଲେ।  

ସମ୍ବନ୍ଧିତ ଖବର