PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ଏହି ଗୋଟିଏ ଜିନିଷ ଆପଣଙ୍କୁ କରେଇପାରିବ କରୋଡ଼ପତି, ରଖିଦିଅନ୍ତୁ ଘରର ଏହି କୋଣରେ

ଜୀବନରେ ଟିକେ ଖୁସିରେ ରହିବାକୁ କିଏ ବା ନ ଚାହେଁ। ଏହି ସମୟରେ ଖୁସିରେ ରହିବାକୁ ହେଲେ ସବୁଠୁ ଜରୁରୀ ହେଉଛି ଟଙ୍କା। ଏମିତିରେ ଟଙ୍କା ସମସ୍ତଙ୍କ ପାଖରେ ନ ଥାଏ। ସେହି ଟଙ୍କା ପାଇଁ ଆମକୁ ଏତେ କଷ୍ଟ କରିବାକୁ ପଡୁଛି। ମାତ୍ର ଏମିତି ଏକ ଉପାୟ ଅଛି ଯାହାକୁ କରିବା ପରେ ଆପଣ ହୋଇଯିବେ କୋରଡ଼ପତି। ଆଉ ତାପରେ ଆପଣଙ୍କୁ ମିଳିବ ଲାଭ ପରେ ଲାଭ। ଏହି ସବୁକୁ କରିବାକୁ ହେଲେ ଆପଣଙ୍କୁ ଦରକାର କେବଳ ଲବଙ୍ଗ।

ଏହି ଉପାୟ ସେମାନଙ୍କ ପାଇଁ ଯେଉଁମାନେ ଚାକିରୀ କିମ୍ବା ପ୍ରମୋଶନ ନ ମିଳିବା କାରଣରୁ ବିଚଳିତ ହୋଇଯାଉଛନ୍ତି। କିମ୍ବା ବିଜନେସରେ କ୍ଷତି ଯୋଗୁଁ ପାଖରେ ଟଙ୍କା ରହୁନି। ଯେଉଁ କାରଣରୁ ଆପଣଙ୍କ ମନ ଭଳ ରହୁନି। ସେହିମାନେ ଏହି ଉପାୟକୁ ଅବଲମ୍ବନ କରନ୍ତୁ। ଜଲଦୀ ହିଁ ସମସ୍ୟାରୁ ସମାଧାନ ମିଳିବ। ଏସବୁ କରିବା ପୂର୍ବରୁ ଏହି କଥା ମନେରଖନ୍ତୁ ଯେ ଆପଣ କାହାକୁ ବି ଏହି ବିଷୟରେ କହିବେ ନାହିଁ। ଏମିତି କି ଯଦି ସ୍ତ୍ରୀ ଏହି ଉପାୟ ଅବଳମ୍ବନ କରୁଛି ତ ସ୍ବାମୀକୁ କହିବେ ନାହିଁ କି ସ୍ବାମୀ ଯଦି ଏହି ଉପାୟ ଅବଳମ୍ବନ କରୁଛନ୍ତି ତ ସ୍ତ୍ରୀକୁ କହିବେ ନାହିଁ। ଯଦି ଆପଣ କାହାକୁ ଏହି ବିଷୟରେ କହିବେ ତ ଆପଣଙ୍କର ଲାଭ ହେବ ନାହିଁ।

ଏଥିପାଇଁ ପ୍ରଥମେ ଏକ ନାଲି କପଡ଼ା ନିଅନ୍ତୁ। ସେହି ନାଲି କପଡ଼ାରେ ଲବଙ୍ଗକୁ ବାନ୍ଧି ଦିଅନ୍ତୁ। ପରେ ଏହାକୁ ଆଲମାରୀରେ ରଖିଦିଅନ୍ତୁ। ଏହାପରେ ଏକ ଦୀପ କିମ୍ବା ଧୂପ ଜଳାଇ ପୂଜା କରନ୍ତୁ। ଧ୍ୟାନରେ ରଖନ୍ତୁ ଏହି ପୂଜା କରିବା ସମୟରେ ମନ ଭିତରେ ମା ଲକ୍ଷ୍ମୀଙ୍କ ନାମ ନିଅନ୍ତୁ। ଏହା ପରେ ଦେଖନ୍ତୁ ଆପଣଙ୍କ ଧନ ସମ୍ବନ୍ଧରେ ଥିବା ସମସ୍ତ ସମସ୍ୟା ଦୂର ହୋଇଯିବ।