PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ଼: ପୁଲିସ ପଞ୍ଝାରେ ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗ, ଧରିଲା ବୀରମିତ୍ରପୁର ପୋଲିସ
  • ||
  • ବୌଦ୍ଧ: ବିଦ୍ୟୁତ ଆଘାତରେ ଟଳିପଡିଲେ ଯୁବକ, କଣ୍ଟାମାଳ ବ୍ଲକ ତେନ୍ତୁଳୀଖୁଣ୍ତି ଗ୍ରାମରୁ ଆସିଲା ଦୁଃଖଦ ଖବର
  • ||
  • ବୁର୍ଲା: ରୋଗୀ ସମ୍ପର୍କୀୟଙ୍କୁ ବାରମ୍ବାର ଲୁଟ କରୁଥିବା ୪ ଜଣିଆଁ ଡ଼କାୟତ ଗ୍ୟାଙ୍ଗକୁ ଗିରଫ କଲା ବୁର୍ଲା ପୁଲିସ…
  • ||
  • ରାଜନଗର: ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା, ରାତ୍ରୀଯାପନ ପାଇଁ ମିଳିବନି ଅନୁମତି…
  • ||
  • ସହିଦ ସପ୍ତାହରେ ମାଲକାନଗିରି ଜିଲ୍ଲା ସୀମାନ୍ତରେ ଗୁଳିବିନିମୟ ଜଣେ ହାର୍ଡକୋର ମାଓବାଦୀ ମୃତ
  • ||
  • ମାଲକାନଗିରି: ସହିଦ ସପ୍ତାହରେ ମାଲକାନଗିରି ଜିଲ୍ଲା ସୀମାନ୍ତରେ ମାଓ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ, ଜଣେ ହାର୍ଡକୋର ମାଓବାଦୀ ନିହତ
  • ||
  • ବଲାଙ୍ଗୀର: ଆତ୍ମସମର୍ପଣ କଲା କେକେବିଏନ ଡିଭିଜନର କ୍ୟାଡରର ମାଓବାଦୀ
  • ||
  • ବ୍ରହ୍ମପୁର: ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଉଦଘାଟିତ, ଦାୟିତ୍ୱ ନେଲେ ଭାରପ୍ରାପ୍ତ କୁଳପତି
  • ||
  • ଭୁବନେଶ୍ୱର: କେନ୍ଦ୍ରାପଡ଼ାର ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ଦାବି, କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ଦାବି କଲେ ମୁନ୍ନା ଖାଁ, ସୁବାସ ସିଂ, ମମତା ମହନ୍ତ
  • ||
  • ଭୁବନେଶ୍ୱର: ଥମୁନି କରୋନ ମୃତ୍ୟୁ, ଆଉ ୬୪ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ଯଶିପୁର ନିକଟସ୍ଥ ବଡ଼ବିଲ କୁଆବଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗାଡି ଚକତଳେ ଚାପିହୋଇ ଯୁବକଙ୍କ ମୃତ୍ୟୁ…
  • ||
  • ପୁରୀ: ହଟିବ ଜଗା ଦର୍ଶନ କଟକଣା ! ଅଗଷ୍ଟ ୪ରେ ଶ୍ରୀମନ୍ଦିର ସମନ୍ୱୟ କମିଟି ବୈଠକ
  • ||
  • ଭୁବନେଶ୍ୱର: ଓଡ଼ିଶା ସହ ୧୦ ରାଜ୍ୟ ବଢ଼ାଉଛି ଚିନ୍ତା, ୪୬ ଜିଲ୍ଲାରେ ୧୦%ରୁ ଅଧିକ ଟିପିଆର
  • ||
  • ଭୁବନେଶ୍ୱର: ଓଡ଼ିଶାରେ କୁମିଛି ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୩୭ କୋଭିଡ୍ ପଜିଟିଭ
  • ||

ଗର୍ଭବତୀ ପରେ ମହିଳାଙ୍କ ଓଜନ ବଢ଼ିଯାଉଛି କି? କରନ୍ତୁ ଏଭଳି କାମ…

ମା ହେବା ସ୍ବପ୍ନ ଯେତେବେଳେ ବାସ୍ତବରେ ପରିଣତ ହୋଇଯାଏ ସେତେବେଳେ ଏକ ଭିନ୍ନ ପ୍ରକାର ଅନୁଭବ ହୋଇଥାଏ। କହିପାରିବେ କି ଜଣେ ମହିଳା ପାଇଁ ଦୁନିଆର ସବୁଠୁ ନିଆରା ଖୁସି କଣ ହୋଇଥାଏ। ଯେତେବେଳେ ସେ ମା ହୁଏ। ମାତ୍ର ଏହି ଖୁସି ଆସିବା ସହିତ କିଛି ଦାୟିତ୍ବ ଏବଂ ଅସୁବିଧା ମଧ୍ୟ ଆଣିକି ଆସିଥାଏ।  ଏହି ଅସୁବିଧା ଭିତରେ ସବୁଠୁ ବଡ଼ ଚିନ୍ତା ହେଉଛି କି ମହିଳାଙ୍କ ଓଜନ ବଢ଼ିବା। ଗର୍ଭବତୀ ପରେ ଓଜନ ବଢ଼ିବା ଏକ ସାଧାରଣ କଥା। ସେ ମା ହେବା ପରେ ଭାରୀ କାମ କରିବା ସହିତ ଚାଲିବା ଟିକେ କ​‌ଷ୍ଟ ହୋଇପଡ଼େ। ଏହିସବୁ ଅସୁବିଧାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ତେବେ ଜାଣନ୍ତୁ ଓଜନ କମାଇବାକୁ ହେଲେ କେଉଁ ପ୍ରକାର ବ୍ୟାୟମ କରିବାକୁ ପଡ଼ିବ।

ଓଜନ କମାଇବା ପାଇଁ ହେଲେ  ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଚାଲନ୍ତୁ।  ଏହା କରିବା ନିହାତି ଜରୁରୀ। ଚାଳିବା ଦ୍ବାରା ଆପଣଙ୍କ  ଓଜନ ଖୁବ୍ ଶୀଘ୍ର କମ ହୋଇଯିବ।

ସ୍ତନପାନ କରାଇବା ଅର୍ଥାତ୍ ଛୁଆକୁ ମାର କ୍ଷୀର ପିଆଇବା ଦ୍ବାରା ଶରୀର ୩୦୦ରୁ ୫୦୦ କ୍ୟାଲୋରୀ ଖର୍ଚ୍ଚ ହୋଇଥାଏ। ଆମେରିକାନ୍ ଜର୍ନଲ  ଗବେଷଣା କରିବା ପରେ  ଜଣାପଡ଼ିଛି କି ସ୍ତନପାନ କରାଉଥିବା ମହିଳାମାନଙ୍କୁ  ଓଜନ କମାଇବାରେ ବେଶି କଷ୍ଟ କରିବାକୁ ପଡ଼େ ନାହିଁ।

ଗର୍ଭବତୀ ପରେ ଓଜନ କମାଇବା ପାଇଁ ଯୋଗ ସବୁଠୁ ଭଲ ଉପାୟ। ଏହା କରିବା ପୂର୍ବରୁ କୈାଣସି ଯୋଗ ଗୁରୁ ଠାରୁ ପ୍ରଶିକ୍ଷଣ ଦେବା ଜରୁରୀ।

ଓଜନ କମାଇବା ପାଇଁ ଚାହୁଁଥିଲେ ପାଣି ଅଧିକ ପିଅନ୍ତୁ। ପ୍ରତିଦିନ ୧୦ରୁ ୧୨ ଗିଲାସ ପାରି ପିଇବା ଜରୁରୀ।  ଏହା ଦ୍ବାରା ଶରୀରର ଓଜନ କମ୍ ହୋଇଥାଏ।  

ଯଦି ନିଦ ହେଉନଥିବ ତେବେ ଭରପୁର ମାତ୍ରରେ ପନିପରିବା ଖାଆନ୍ତୁ। ସ୍ବାସ୍ଥୃ ପାଇଁ ଏହା ହିତକର।