ଚୀନ୍‌ ରାଷ୍ଟ୍ରପତି ସି. ଜିନ୍‌ପିଙ୍ଗଙ୍କ ହମସକଲ : ଏହି ଅପେରା ଗାୟକଙ୍କ ଆକାଉଣ୍ଟକୁ ବାରମ୍ବାର କରାଯାଉଛି ବ୍ଲକ୍‌

ବର୍ଲିନ୍‌ , ୧।୭ : ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ଚେହେରା ସହିତ ମିଶୁ ଥିବାରୁ ଜର୍ମାନୀର ବର୍ଲିନରେ ରହୁଥିବା ଚୀନ୍‌ର ଜଣେ ନାଗରିକଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ବାରମ୍ବାର ବ୍ଲକ୍‌ କରାଯାଉଛି । ଲିଉ କେକିଙ୍ଗ(୬୩ ବର୍ଷ) ନାମକ ଏହି ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ ସେ ପେଶାରେ ଜଣେ ଅପେରା ଗାୟକ ଅଟନ୍ତି ।

କିନ୍ତୁ ତାଙ୍କ ଚେହେରା ଜିନପିଙ୍ଗଙ୍କ ସହିତ ମିଶୁଥିବାରୁ ଚୀନ୍‌ର ସୋସିଆଲ ମିଡିଆରେ ଥିବା ତାଙ୍କ ଆକାଉଣ୍ଟ ବିରୋଧରେ ବାରମ୍ବାର ରିପୋର୍ଟ କରାଯାଉଛି । ଏହି କାରଣରୁ ତାଙ୍କର ଆକାଉଣ୍ଟକୁ ତିନି ଥର ବ୍ଲକ୍‌ କରାଯାଇସାରିଲାଣି । ତାଙ୍କୁ ଏଥିପାଇଁ ପ୍ରତିଥର ନିଜର ପରିଚୟ ସମ୍ପର୍କରେ ପ୍ରମାଣ ଦେବାକୁ ପଡୁଛି ଏବଂ ଆକାଉଣ୍ଟ ଉପରୁ କଟକଣା ହଟାଇବାକୁ ନିବେଦନ କରିବାକୁ ପଡୁଛି ।

   ସମ୍ବନ୍ଧିତ ଖବର


ଭାରତର ହିନ୍ଦୁତ୍ୱ ଜୀବନ ଶୈଳୀକୁ ମାନିଲେ ବ୍ରିଟେନ୍‌ର ରାଜକୁମାର

ଠକେଇର ଚରମ ସୀମା-ନକଲି ଏସ୍‌ବିଆଇ ଶାଖା ଖୋଲି ୩ ଗିରଫ

ବାହାରିଲା ବିଶ୍ୱର ପ୍ରଥମ କୋଭିଡ୍‌-୧୯ ଭାକସିନ୍‌ – ରୁଷିଆର ସଫଳ ହେଲା କ୍ଲିନିକାଲ ପରୀକ୍ଷଣ

କେକ୍‌ ବଦଳରେ ବରଫ କାଟି ବାର୍ଥଡେ ପାଳିଲେ ସୈନିକ …ଭିଡ଼ିଓ ଭାଇରାଲ

ଆମେରିକାରେ କରୋନା ରେକର୍ଡ ! ୨୪ ଘଣ୍ଟା ଭିତରେ ଏତେ ସଂଖ୍ୟକ ନୂଆ କୋଭିଡ୍‌ କେସ୍

ଚୀନ୍ ସହ ସୀମା ବିବାଦ ଭିତରେ ଆମେରିକାରୁ ଭାରତ ଆଣିବ ୭୨,୦୦୦ ଆସଲ୍ଟ ରାଇଫଲ