ବାଲୁବଜାର ଚୂନଭାଟି ଗଳିରେ ଛୁରି ଭୁସି ଯୁବକଙ୍କୁ ହତ୍ୟା

କଟକ ୧୯/୯: ବାଲୁବଜାର ଚୂନଭାଟି ଗଳିରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ମୃତକଙ୍କ ନାଁ ଗୁଡୁ ଓରଫ କାର୍ତ୍ତିକ ବାରିକ୍‌(୨୬) । ତାଙ୍କ ଘର ଗଙ୍ଗାମନ୍ଦିର ଅଞ୍ଚଳରେ । ସାମାନ୍ୟ କଥାକୁ କେନ୍ଦ୍ର କରି ଜଣେ ଯୁବକ କାର୍ତ୍ତିକଙ୍କୁ ଛୁରି ଭୁସି ଦେଇଥିଲା । ଗୁରୁତର ଅବସ୍ଥାରେ କାର୍ତ୍ତିକଙ୍କର ଏସ୍‌ସିବି ମେଡିକାଲ୍‌ରେ ଆଜି ରାତିରେ ମୃତ୍ୟୁ ହୋଇଯାଇଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଫେରାର ଥିବା ଜଣାପଡିଛି ।

ଗଙ୍ଗାମନ୍ଦିର ଅଞ୍ଚଳରେ ଭଡା଼ ଘର ନେଇ ପରିବାର ସହ ରହୁଥିବା ଭଞ୍ଜନଗର ଥାନା କୁଲାଡ଼ ଅଞ୍ଚଳର କାର୍ତ୍ତିକ ବାରିକ ଆଜି ସନ୍ଧ୍ୟାରେ ବାଲୁବଜାର ଚୂନଭାଟି ଲେନ୍‌ରେ ରହୁଥିବା ତାଙ୍କ ଖୁଡ଼ିଙ୍କ ଘରକୁ ଯାଇଥିଲେ । ଖୁଡିଙ୍କ ଘରୁ ଫେରିବା ବାଟରେ ଚୁନ୍‌ ଭାଟି ଲେନ୍‌ରେ କାର୍ତ୍ତିକଙ୍କର ଅନ୍ୟଜଣେ ଯୁବକଙ୍କ ସହ ବଚସା ହୋଇଥିଲା ବୋଲି ଶୁଣିବାକୁ ମିଳିଛି । ପାଟିତୁଣ୍ଡ ମଧ୍ୟରେ କାର୍ତ୍ତିକଙ୍କ ପେଟକୁ ଅଭିଯୁକ୍ତ ଯୁବକ ଜଣକ ଛୁରିରେ ଭୁସି ପକାଇଥିଲା । ପେଟର ଏକାଧିକ ସ୍ଥାନରେ ଅଭିଯୁକ୍ତ ଛୁରି ଭୁସି ଦେବାରୁ

   ସମ୍ବନ୍ଧିତ ଖବର


ଫ୍ରାନ୍ସର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ: ମହିଳାଙ୍କ ଗଳାକାଟି ହତ୍ୟା, ୩ ମୃତ

କଥା ହେଲାନି ବୋଲି…ପୂର୍ବତନ ପ୍ରେମିକ ଉପରେ ରାଗି ଗଲା ପ୍ରେମିକା, ଢାଳି ଦେଲା ଏସିଡ୍‌

ସ୍ବାମୀକୁ ହତ୍ୟା ପରେ ବି ଫେସବୁକରେ ପୋଷ୍ଟ କରୁଥିଲେ ପତ୍ନୀ, ଜାଣନ୍ତୁ ବରେଲିର ଅଧ୍ୟାପକଙ୍କ ହତ୍ୟା ପଛର କାରଣ

ଅବସରପ୍ରାପ୍ତ ଶିକ୍ଷକ ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇ ଫେରୁଥିବା ବେଳେ ଲୁଟ୍‌ର ଶିକାର

ଖଣ୍ଡୋଲାଇଟ୍‌ ଅଭାବରୁ ଅଟକିଛି ଶ୍ରୀମନ୍ଦିର ବାଇଶି ପାହାଚ ମରାମତି କାମ: ତାପଙ୍ଗ ଖଣିରୁ ଆସୁଥିଲା ପଥର

ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା: ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ, ଆସିଲା ମାଂସ ଖଣ୍ଡର DNA ରିପୋର୍ଟ