PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ୟୁଆଇଡିଏଆଇର ସୂଚନା:ଆଧାରକୁ ସୁରକ୍ଷିତ ରଖିବାକୁ ଏଭଳି ଲକ୍-ଅନଲକ କରିପାରିବେ,ଚୋରି ହେବନି ଆପଣଙ୍କର ବ୍ୟକ୍ତିଗତ ଡିଟେଲ୍ସ

ନୂଆଦିଲ୍ଲୀ,୮।୯: ଭାରତରେ ରହୁଥିବା ସମସ୍ତ ଲୋକଙ୍କ ପାଇଁ ଆଧାରକାର୍ଡ ଖୁବ୍ ଜରୁରୀ ଡକ୍ୟୁମେଣ୍ଟ। ଆଧାରରେ ଆପଣଙ୍କ ସମ୍ପର୍କରେ ଜରୁରୀ ସୂଚନା ରହିଥାଏ। ତେଣୁ ଏହାକୁ ସମ୍ଭାଳିକି ରଖିବା ଖୁବ୍ ଜରୁରୀ। ଆଧାର କାର୍ଡର ବ୍ୟବହାର ବିଭିନ୍ନ ସ୍ଥାନରେ କରାଯାଇଥାଏ। ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆଧାର ଖୁବ୍ ଜରୁରୀ। ଆପଣଙ୍କ ଆଧାର ଡାଟାର ଚୋରି ନହୁଏ ଏଥିପାଇଁ ୟୁଆଇଡିଏଆଇ ଲକ୍/ଅନଲକର ସୁବିଧା ଆରମ୍ଭ କରିଦେଇଛନ୍ତି। ଏହାର ସାହାର୍ଯ୍ୟରେ ଆପଣ ନିଜର ଆଧାର ସୂଚନାକୁ ଅଧିକ ସୁରକ୍ଷିତ ରଖିପାରିବେ। ତେବେ ଆସନ୍ତୁ ଆପଣଙ୍କୁ କହିବାକୁ ଯାଉଛୁ କିଭଳି ଆଧାର କାର୍ଡ ଡିଟେଲ୍ସକୁ ଲକ୍ ଓ ଅନଲକ୍ କରିପାରିବେ।

-ସବୁଠାରୁ ପ୍ରଥମେ ଆଧାରର ଅଫିସିଆଲ ଓ୍ବେବସାଇଟ୍ www.uidai.gov.inକୁ ଯାଆନ୍ତୁ।

-ଓ୍ବିଣ୍ଡୋ ଖୋଲିବା ମାତ୍ରେ ଆଧାର ଅନଲାଇନ ସର୍ଭିସରେ ୩ଟି ଅପ୍ସନ ଦେଖାଯିବ।

-ଏଥିରେ ସବୁଠାରୁ ଶେଷରେ ଥିବା ଆଧାର ସର୍ଭିସରେ ତୃତୀୟ ନମ୍ବରରେ ଲକ୍/ଅନବ୍ଲକ ବାୟେମେଟ୍ରିକର ଅପସନ୍ ରହିଥାଏ। ଏହା ଉପରେ କ୍ଳିକ୍ କରନ୍ତୁ।

-ଅପ୍ସନରେ କ୍ଲିକ କରିବା ପରେ ଏକ ନୂଆ ଲିଙ୍କ ଖୋଲିଯିବ। ଲିଙ୍କ ଖୋଲିବା ମାତ୍ରେ ଆପଣଙ୍କୁ ନିଜର ଆଧାର ନମ୍ବର ଓ ସିକ୍ୟୁରିଟି କୋଡ୍ ପକାଇବାକୁ ହେବ।

-ଏହାକୁ ପକାଇବା ପରେ ତଳେ ଆସିଥିବା ସେଣ୍ଡ ଓଟିପିକୁ କ୍ଲିକ କରନ୍ତୁ।

-ଏହା ଉପରେ କ୍ଳିକ କରି ଆଧାର ନମ୍ବର ସହିତ ରେଜିଷ୍ଟର ମୋବାଇଲ ନମ୍ବର ଉପରେ ଓଟିପି ଆସିଯିବ।

-ଓଟିପି ପକାଇବା ପରେ ଆପଣଙ୍କ ଆକାଉଣ୍ଟରେ ଲଗଇନ୍ ହୋଇଯିବ।

-ଏହାପରେ ଆପଣଙ୍କୁ ନିଜର ଡାଟା ଲକ୍ କରିବା ପାଇଁ ପୁଣିଥରେ ସିକ୍ୟୁରିଟି କୋଡ୍ ପକାଇ ଏନଏବଲ ଉପରେ କ୍ଳିକ୍ କରିବାକୁ ହେବ।

-ଏଠାରେ କ୍ଳିକ କରିବା ମାତ୍ରେ ଆପଣଙ୍କ ପାଖକୁ ‘Congratulation! Your Biometrics Is Locked’ ମେ​‌ସେଜ୍ ଆସିବ।

ଗ୍ରାହକ ଅଫ୍ ଲାଇନରେ ମଧ୍ୟ ନିଜର ଆଧାର ଉପରେ ଲକ୍ କରିପାରିବେ। ଏଥିପାଇଁ ଆପଣଙ୍କୁ ୟୁଆଇଡିଏଆଇରେ ଦିଆଯାଇଥିବା ନମ୍ବରରେ ୧୯୪୭ ଉପରେ ଏସଏମଏସ୍ କରିବାକୁ ହେବ। ଏସଏମଏସରେ ‘GETOTP ଲେଖି ସ୍ପେସ୍ ଦିଅନ୍ତୁ ଓ ନିଜର ଆଧାରର ଶେଷ ୪ ନମ୍ବର ଲେଖିକି ୧୯୪୭କୁ ପଠାଇ ଦିଅନ୍ତୁ। ଏହାପରେ ୟୁଆଇଡିଏଆଇ ଆପଣଙ୍କୁ ଆଧାରକୁ ଲକ୍ କରିଦେବ ଓ ଆପଣଙ୍କୁ ଏହାର ଏସଏମଏସ୍ ମଧ୍ୟ ମିଳିଯିବ।

ସମ୍ବନ୍ଧିତ ଖବର