PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଆଜିଠାରୁ ରାଜଧାନୀରେ ଖୋଲିବ ମଲ୍, ବଜାର ଏବଂ ଦୋକାନ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ
  • ||
  • ନୂଆଦିଲ୍ଲୀ : ଇସ୍ରାଇଲରେ ନେତ୍‌ନ୍ୟାହୁଙ୍କ ଯୁଗ ଶେଷ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

କାହିଁକି ନିଜ ବୟଫ୍ରେଣ୍ଡଙ୍କୁ ମିସ୍ କରୁଛନ୍ତି ଇରା ? ଫଟୋ ସେୟାର କରି ଦେଲେ ଏମିତି କ୍ୟାପ୍ସନ

ମୁମ୍ବାଇ ୨୨/୮: ଏହି ବର୍ଷା ପାଗରେ ସମସ୍ତେ ରୋମାଣ୍ଟିକ୍ ହୋଇ ପଡୁଛନ୍ତି । ଏଥିରୁ ବାଦ୍ ପଡିନାହାଁନ୍ତି ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଆମିର ଖାନଙ୍କ ଝିଅ ଇରା । ଇରା ନିଜ ବୟଫ୍ରେଣ୍ଡଙ୍କୁ ବହୁତ୍ ମିଶ୍ କରୁଛନ୍ତି । ତାଙ୍କ କଥା ମନେ ପକାଇ ସେ ସୋସିଆଲ ମିଡିଆର ଏକ ଫଟୋ ପୋଷ୍ଟ କରିଛନ୍ତି । ଇରା ନିଜ ବୟଫ୍ରେଣ୍ଡ ମିଶାଲ କୃପଲାନୀଙ୍କ ସହିତ ଏକ ଫଟୋ ସେୟାର କରି କ୍ୟାପସନ୍ ଦେଇଛନ୍ତି ଯେ ‘ସବୁ ଠିକ୍ ହୋଇଯିବ’ । ତେବେ ଲାଗୁଛି ଉଭୟଙ୍କ ମଧ୍ଯରେ କୌଣସି କାରଣକୁ ନେଇ ଝଗଡା ହୋଇଛି କିମ୍ବା ଅନ୍ଯ କୌଣସି ସମସ୍ୟା ହୋଇଛି । ଏବଂ ତାହା ଇରା ଜଣାଇବାକୁ ଚାହୁଁନାହାନ୍ତି । ତେବେ ସେ ପରୋକ୍ଷରେ କେବଳ ଲେଖିଛନ୍ତି ଯେ ସବୁ ଠିକ୍ ହୋଇଯିବ ।

ଏହି ଫଟୋ ଦେଖି ତାଙ୍କ ଫ୍ୟାନ୍ସମାନେ ମଧ୍ଯ ଚିନ୍ତାରେ ପଡିଯାଇଛନ୍ତି । ପ୍ରକୃତରେ ଫଟୋରେ ଇରା ବହୁତ ସମ୍ବେଦନାତ୍ମକ ହ୍ୟାଶଟ୍ୟାଗ୍ ଦେଇଛନ୍ତି । ଫଟୋରେ ମିଶାଲ୍ ଇରାଙ୍କୁ ପଛପଟୁ ଆଲିଙ୍ଗନ କରିଛନ୍ତି । ଫଟୋରେ ଇରା ହ୍ୟାଶଟ୍ୟାଗ୍ ଦେଇଛନ୍ତି ଯେ #ମିସୟୁ, #ଲାଇଫ୍, #ଏକ୍ସପଣ୍ଟେସ୍, #ଲଭ୍, #ରିଲେସନସିପ୍, #ସ୍ମାଇଲ୍ ଇତ୍ୟାଦି ।