PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋକସରା: ପଛୁଆ ବର୍ଗ ପକ୍ଷରୁ କୋକସରାରେ ସଂରକ୍ଷଣ ଦାବିରେ ରାସ୍ତା ଅବରୋଧ, ଯାତାୟତ ଠପ୍
  • ||
  • କଳାହାଣ୍ଡି: ଅଙ୍ଗନୱାଡି କର୍ମୀ ଚୟନ ପାଇଁ ରାମପୁର ଆଇସିଡିଏସ୍ ସିଡିପିଓ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍
  • ||
  • କଟକ: ଦୀପାବଳିରେ ବାଣ ଫୁଟାଇବାକୁ ନେଇ ମାମଲା, ପିଟିସନ୍ ଖାରଜ; ସାନି ପିଟିସନ୍ ଦାଖଲ ଲାଗି ହାଇକୋର୍ଟଙ୍କ ନିର୍ଦେଶ
  • ||
  • ଭୁବନେଶ୍ୱର: କାର୍‌ଗିଲ୍‌ ବସ୍ତିରୁ ୨୫୪ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ
  • ||
  • ନୀଳଗିରି: ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ଯୁବକଙ୍କୁ ପଡିଲା ମହଙ୍ଗା, ଧରାପଡି ନିର୍ଧୁମ ମାଡ଼ ଖାଇଲେ
  • ||
  • ସୀମାନ୍ତରେ ମାଓବାଦୀ ଯବାନ ଗୁଳିବିନିମୟ ୩ ମାଓବାଦୀ ନିହତ, ବନ୍ଧୁକ ଗୋଳାବାରୁଦ ଜବତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୧୨କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ଆଠଗଡ଼: ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର, ଖାଁ ଖାଁ ଧବଳେଶ୍ଵରଙ୍କ ପୀଠ
  • ||
  • ମୟୂରଭଞ୍ଜ: ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ, ୧୬ ଦଫା ଦାବିରେ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||
  • ଭୁବନେଶ୍ୱର: ରାଜ୍ୟରେ ୫ ଦିନ ଯାଏ ବଢ଼ିବନି ଶୀତ, ୨୮ରୁ ୩୦ ଯାଏ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଅଷ୍ଟମ ଶ୍ରେଣୀ କ୍ଲାସ୍ ରୁମ୍ ପାଠପଢ଼ା, ପ୍ରଥମ ଦୁଇଦିନ ହସଖୁସି ପିଲାଙ୍କ ଶିକ୍ଷଣସ୍ତର ମପାଯିବ
  • ||
  • ରାୟଗଡ଼ା: ବସ୍ତି ଉଚ୍ଛେଦ ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ। ରାସ୍ତା ଅବରୋଧ ଆରମ୍ଭ ହେବାର ମାତ୍ର ୧ ଘଣ୍ଟା ପରେ ସମସ୍ତଙ୍କୁ ଉଠେଇ ନେଲା ପୁଲିସ।
  • ||
  • ଜଗତସିଂହପୁର: ୩୦୦ ଗ୍ରାମ ବ୍ରାଉନସୁଗର ସହ ନଗଦ ଟଙ୍କା ଜବତ କଲା ଜଗତସିଂହପୁର ପୋଲିସ, ଜଣେ ମହିଳା ଅଟକ
  • ||

‘ଲାଲ୍ ସିଂହ ଚଡ୍ଡା’ର ସୁଟିଂ ପାଇଁ ଆମିର ଖାନ୍ ପହଞ୍ଚିଲେ ତୁର୍କୀ, ଫଟୋ ଭାଇରାଲ

https://twitter.com/

ନୂଆଦିଲ୍ଲୀ ୯/୮: ଆମିର ଖାନ୍ ନିଜ ଆଗାମୀ ଫିଲ୍ମ ଲାଲ୍ ସିଂହ ଚଡ୍ଡାର ସୁଟିଂ ତୁର୍କୀରେ ଆରମ୍ଭ କରିଦେଇଛନ୍ତି । ଭାରତରେ କରୋନା ଭାଇରସ ମହାମାରୀ ବ୍ୟାପିବା ପୂର୍ବରୁ ଏହାର ସୁଟିଂ ଏଠାରେ ହେଉଥିଲା କିନ୍ତୁ ବର୍ତ୍ତମାନ ଏହାର ସୁଟିଂ ତୁର୍କୀରେ ହେଉଛି । ଆମିର ଖାନଙ୍କ ଲାଲ୍ ସିଂହ ଚଡ୍ଡା ତୁର୍କୀରେ ଫିଲ୍ମର ସୁଟିଂ ରୋକି ଦେଇଛନ୍ତି । ସୋସିଆଲ ମିଡିଆରେ ଆମିର ଖାନଙ୍କ ଫଟୋ ଭାଇରାଲ ହେଉଛି । ଭାରତରେ କରୋନା ଭାଇରସ ମହାମାରୀ ବଢିବା ଯୋଗୁଁ ଆମିର ଖାନ୍ ଭାରତରୁ ସୁଟିଂ ତୁର୍କୀକୁ ଟ୍ରାନ୍ସଫର କରିଦେଇଛନ୍ତି ।

ଆପଣଙ୍କୁ କହିରଖୁଛୁ ଆମିରଙ୍କ ବ୍ୟତୀତ ଅକ୍ଷୟ କୁମାର ମଧ୍ୟ ନିଜ ଫିଲ୍ମ ବେଲ୍ ବଟମର ସୁଟିଂ ପାଇଁ ବିଦେଶରେ ପହଞ୍ଚିଛନ୍ତି । ବାଣୀ କପୁର, ଲାରା ଦତ୍ତା, ହ୍ୟୁମା କ୍ୟୁରେଶୀ, ଜ୍ୟାକି ଭଗନାନୀ ଓ ଦୀପାଶିଖା ଦେଶମୁଖ ମଧ୍ୟ ଅକ୍ଷୟଙ୍କ ଫିଲ୍ମରେ ନଜର ଆସିବେ । ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ୱିଙ୍କଲ ଖନ୍ନା ଓ ଝିଅ ନିତାରା ମଧ୍ୟ ଅଭିନେତାଙ୍କ ସହିତ ୟୁକେ ଯାଇଛନ୍ତି । ଲାଲ୍ ସିଂହ ଚଡ୍ଡା ଫିଲ୍ମ ରବର୍ଟ ଜେମୋକିସ୍ ଦ୍ୱାରା ନିର୍ଦ୍ଦେଶିତ ୧୯୯୪ର ଫିଲ୍ମ ଫରେଷ୍ଟ ଗମ୍ପର ଅଧିକାରୀକ ହିନ୍ଦୀ ରିମେକ୍ । କରୋନା ମହାମାରୀ ପୂର୍ବରୁ ଆମିରଙ୍କୁ କୋଲକାତା ଓ ଚଣ୍ଡୀଗଡରେ ଫିଲ୍ମର ସୁଟିଂ କରୁଥିବା ନଜର ଆସିଥିଲେ ।

ସମ୍ବନ୍ଧିତ ଖବର